Horoscope 2026 October 30: ଜାଣନ୍ତୁ ଆଜିର ରାଶିଫଳ...

Oct 30, 2026 - 00:04
Horoscope 2026 October 30: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଭଲ ଚାକିରି ମିଳିବ।

ତେଜରାତି ଦୋକାନୀଙ୍କର ଭଲ ଲାଭ ହେବ।

ଆପଣ ଅନ୍ୟମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ।

ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ। ‌ Advertisment ବୃଷ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ।

ଶିକ୍ଷକ କୌଣସି ବିଷୟରେ ବିଦ୍ୟାର୍ଥୀ ଙ୍କୁ ବୁଝାଇବାରେ ସଫଳ ରହିବେ। ‌ ‌ ମିଥୁନ: ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ।

କାମ ପ୍ରତି ଏକାଗ୍ରତା ଓ ନିଷ୍ଠା ବଢ଼ିବ।

ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ଯିବେ।

ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।‌ ‌ କର୍କଟ: ଅଫିସରେ ଆପଣଙ୍କ କାମର ଲୋକେ ପ୍ରଶଂସା କରିବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ପ୍ରିୟଜନଙ୍କ ସହିତ ବାହାରକୁ ବୁଲିଯିବେ।

ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌ ‌ ସିଂହ: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି।

ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

ଆପଣଙ୍କର ସକାରାତ୍ମକ ମାନସିକତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ‌‌ ‌ କନ୍ୟା: ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉତ୍ସାହ ର ବାତାବରଣ ରହିବ।

ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।

ଆହୁରି ପଢ଼ନ୍ତୁ- Alcohol in Moisturizers: ଆପଣଙ୍କ ସ୍କିନ୍ କେୟାର ପ୍ରଡକ୍ଟରେ ଆଲ୍‌କୋହଲ୍‌ କାହିଁକି ଥାଏ?

ଜାଣନ୍ତୁ ଏହାର ରୋଚକ ବୈଜ୍ଞାନିକ କାରଣ...

ତୁଳା: ଆପଣଙ୍କ ଲାଗି କୌଣସି ଭଲ ଜାଗାରେ ଚାକିରିର ପ୍ରସ୍ତାବ ଆସିପାରେ।

ନୂଆ ବ୍ୟବସାୟ କରିବା ଲାଗି ଉତ୍ସୁକ ହୋଇପାରନ୍ତି।

ଆପଣଙ୍କର ପଦପ୍ରତିଷ୍ଠା ବୃଦ୍ଧି ହେବ।

ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ‌ ବିଛା: ଶରୀର ସୁସ୍ଥ ଓ ସତେଜ ରହିବ।

କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ।

ଜୀବନସାଥୀ ଆପଣଙ୍କୁ ଖୁସି ହେବାର ମାଧ୍ୟମ ଦେବେ।

ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ଧନୁ: ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।

ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଦରକାର।

ବଡ଼ଙ୍କର ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମାର୍ଗଦର୍ଶକ କରିବ।

ଶତ୍ରୁଙ୍କୁ ପରାସ୍ତ କରିବେ।

ମକର: ଆପଣଙ୍କ କାମରେ ମନ ଲାଗିବ।

ଦାମ୍ପତ୍ୟ ଜୀବନରେ କୌଣସି ଖୁସି ଖବର ପାଇବେ।

କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।

ପ୍ରେମୀଯୁଗଳ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ।

କୁମ୍ଭ: ଘରର ଦାୟିତ୍ବକୁ ଭଲଭାବେ ବୁଝି ପାରିବେ।

ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ଧନଲାଭ ଯୋଗ ଅଛି।

ଅଫିସରେ ଆପଣଙ୍କ କାର୍ଯ୍ୟ‌ର ଧ୍ୟାନ ଦିଅନ୍ତୁ।

କାର୍ଯ୍ୟର ବୋଝ ବଢ଼ିପାରେ।

ମୀନ: ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିପାରିବେ।

ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ପରିଜନ ଙ୍କ ଠାରୁ କୌଣସି କାମରେ ସାହାଯ୍ୟ ପାଇବେ।

ବ୍ୟବସାୟରେ ଭଲ ଲାଭ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)