Horoscope 2026 October 23: ଜାଣନ୍ତୁ ଆଜିର ରାଶିଫଳ...

Oct 23, 2026 - 00:10
Horoscope 2026 October 23: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ।

ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ।

ପରିବାରରେ ଖୁସିର ବାତାବରଣ ରହିବ।

ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ‌ ‌ Advertisment ବୃଷ: ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ।

ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ।

ବ୍ୟବସାୟରେ ବର୍ତ୍ତମାନ ବ୍ୟବସ୍ଥା ଉଚିତ ବନାଇ ରଖିବେ।

କାହାରି ସିହିତ ମିଶିବା ପାଇଁ ଦିନଟି ଭଲ। ‌ ମିଥୁନ: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।

ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି।

ଅଧିକ ସଫଳତା ପାଇଁ ଆପଣ ପ୍ରୟାସ ଜାରି ରଖିବେ।

ନବବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

କର୍କଟ: ଆପଣଙ୍କ କାମରେ ଧ୍ୟାନକେନ୍ଦ୍ରିତ କରନ୍ତୁ କାମ ସଫଳ ହେବ।

ଜମି ବ୍ୟବସାୟୀଙ୍କୁ ଲାଭ ହେବ।

କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି।

ଆପଣଙ୍କ ପିଲାଙ୍କୁ ଉପହାର ଦେବେ। ‌ ସିଂହ: ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ।

ଆପଣଙ୍କ ମନ ସ୍ବଚ୍ଛ ରହିବ।

ଘ‌ରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ।

ସୁସମ୍ବାଦ ପାଇବେ।

ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ‌ କନ୍ୟା: ଆପଣଙ୍କ ଉପରେ ଭଗବାନ ଙ୍କର କୃପାଦୃଷ୍ଟି ବଜାୟ ରହିବ।

ପରୋପକାର କାର୍ଯ୍ୟରେ ସମୟ ବିତାଇବେ।

କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ।

ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ଆହୁରି ପଢ଼ନ୍ତୁ- Puri Jagannath Temple ritual: 'ରାଧା-ଦାମୋଦର' ବେଶରେ ଦର୍ଶନ ଦେଲେ ଶ୍ରୀବିଗ୍ରହ, ଆରମ୍ଭ ହେଲା ରାଇଦାମୋଦର ବ୍ରତ ତୁଳା: ଆପଣ କୌଣସିପ୍ରକାର ଯାତ୍ରାରେ ଯାଇପାରନ୍ତି।

କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ।

ଯାହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ।

ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବିଛା: କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ।

ବ୍ୟର୍ଥ ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍ସ କମ୍ ହେବ।

ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଇସ୍ପାତ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।

ଧନୁ: ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ।

କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ।

ଘରେ ଧର୍ମକାର୍ଯ୍ୟ କରିପାରନ୍ତି।

ମକର: ଆପଣଙ୍କୁ ସମାଜରେ ମାନସମ୍ମାନ ମିଳିବ।

ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ।

ଚାକିରି ରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ।

ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

କୁମ୍ଭ: ଅଫିସରେ ଆପଣଙ୍କର କଠିନ ପରିଶ୍ରମ ଦେଖି କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି।

ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।

ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।

ମୀନ: ଜମି ବ୍ୟବସାୟୀ ଙ୍କୁ ଅଧିକ ଲାଭ ହେବ।

ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ବ୍ୟର୍ଥ କଥାରେ ତର୍କ କରନ୍ତୁ ନାହିଁ।

ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)