Horoscope 2026 November 26: ଜାଣନ୍ତୁ ଆଜିର ରାଶିଫଳ...

Nov 26, 2026 - 00:15
Horoscope 2026 November 26: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: କାର୍ଯ୍ୟର ଗତି ଭଲଭାବେ ଆଗକୁ ବଢ଼ିବ।

ଅଫିସରେ ଆପଣଙ୍କ କାମ ପୂର୍ବ ଅପେକ୍ଷା ଭଲ ରହିବ।

ବ୍ୟବସାୟ ରେ କିଛି ପରିବର୍ତ୍ତନ କରିପାରନ୍ତି।

ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଦିନଟି ଶୁଭ। ‌ ‌ ‌ Advertisment ବୃଷ: ବେପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଅବସର ପାଇବେ।

ରାଜନୀତିରେ ସଫଳତା ପାଇବେ।

ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ।

ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ‌ ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ।

ଆର୍ଥିକ ସମସ୍ୟା ସମାପ୍ତ ହେବ।

କୌଣସ ମହତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବା ଯୋଗୁଁ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହେବ। ‌ କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ।

ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି।

ତେଣୁ ସତର୍କ ରହନ୍ତୁ।

ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

ଦାମ୍ପତ୍ୟ ଜୀବନ ସକାରାତ୍ମକ ରହିବ।

ସିଂହ: କୌଣସି ମାମଲାରେ ସହମତି ପାଇଁ ପ୍ରସ୍ତୁତ ରହନ୍ତୁ।

ଧୈର୍ଯ୍ୟଧରି କାମ କରନ୍ତୁ ସବୁ କାମ ସଂପୂର୍ଣ୍ଣ ହୋଇଯିବ।

ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ରାଜନୀତିରେ ସଫଳତା ପାଇବେ।

କନ୍ୟା: ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁନାହିଁ।

ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରି ଦେବ।

ଅଲଗା ଅଲଗା ଉତ୍ସରୁ ଫାଇଦା ପାଇବେ।

ବୈବାହିକ ଜୀବନ ସୁଖମୟ ରହିବ।

ଆହୁରି ପଢ଼ନ୍ତୁ- 'Bangur Total Cement': ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଶ୍ରୀ ସିମେଣ୍ଟ ବଜାରରେ ପ୍ରବେଶ କଲା ଜଳ ପ୍ରତିରୋଧୀ 'ବାଙ୍ଗୁର ଟୋଟାଲ୍‌ ସିମେଣ୍ଟ' ତୁଳା: କୋର୍ଟକଚେରି ମାମଲାରେ ଜୟଲାଭ କରିପାରନ୍ତି।

ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ।

ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ।

କାରବାରରେ ସଫଳତା ଓ ଚାକିରିରେ ଉନ୍ନତି ହେବ।

ବିଛା: ଜୀବନସାଥୀଠାରୁ ଉପହାର ମିଳିପାରେ।

ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି।

ନିବେଶରୁ ଆପଣଙ୍କୁ ଲାଭ ହେବ।

ସମ୍ମୁଖକୁ ଆସୁଥିବା ସବୁ ସମସ୍ୟାର ସମାଧାନ କରିବାରେ ସଫଳ ହେବେ।

ଧନୁ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ।

ପୁରୁଣା ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

ନିଜ କାମରେ ସଫଳତା ହାସଲ କରିବେ।

ମକର: ଆପଣଙ୍କ ଧ୍ୟାନ ରଚନାତ୍ମକ କାର୍ଯ୍ୟ ଆଡ଼କୁ ଅଧିକ ରହିବ।

ରାଜନୀତିକ ଲୋକଙ୍କ ସହିତ ସଂପର୍କ ବଢ଼ିବ।

ଆପଣ କିଛି ନୂଆ ଶିଖିବାକୁ ପ୍ରୟାସ କରିବେ।

ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କୁମ୍ଭ: କୌଣସି କାମକୁ ସଂପୂର୍ଣ୍ଣ କରିବା ପ୍ରୟାସରେ ସଫଳ ରହିବେ।

ଆପଣଙ୍କର ଆତ୍ମସମ୍ମାନ ବୃଦ୍ଧି ହେବ।

ରାତିରେ ବନ୍ଧୁ ସହିତ ବାହାରକୁ ଭୋଜନ କରିବାକୁ ଯିବେ।

ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ମାଟି ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।

ପରିଶ୍ରମ ଓ ବ୍ୟବହାର କାରଣରୁ ଆପଣଙ୍କୁ ଧନଲାଭ ହେବ।

ଅଧିକ ସମୟ ବାପାମାଆଙ୍କ ସହିତ ଅତିବାହିତ କରିବେ।

ଘରକୁ କୁଣିଆ ଆସିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)