Horoscope 2026 November 24: ଜାଣନ୍ତୁ ଆଜିର ରାଶିଫଳ...

Nov 24, 2026 - 00:16
Horoscope 2026 November 24: ଜାଣନ୍ତୁ ଆଜିର ରାଶିଫଳ...

‌ମେ‌ଷ: ମନରେ ନୂଆ ନୂଆ ବିଚାର ଆସିବ।

ସରକାରୀ କାମ ପୂରା ହେବ।

ବିଲଡର୍ସଙ୍କୁ କୌଣସି ଠିକାରେ ଯଥେଷ୍ଟ ଲାଭ ହେବ।

ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଦ୍ୟାର୍ଥୀ ଙ୍କୁ ସଫଳତା ମିଳିପାରେ। ‌ Advertisment ବୃଷ: ପୁରୁଣା ଚିନ୍ତା ସମାପ୍ତ ହେବ।

ଚାକିରିରେ ମନଲାଖି ପରିବର୍ତ୍ତନ ହେବ।

ଭ୍ରମଣ ସୁଖଦ ରହିବ।

ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରଖନ୍ତୁ।

ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌ ‌ ମିଥୁନ: ପରିବାରରେ ଶାନ୍ତିର ବାତାବରଣ ରହିବ।

ବଜାରରେ କିଛି ସାମଗ୍ରୀ କିଣିପାରନ୍ତି।

କୌଣସି ଭଲ କାମ କରିବେ।

କୋର୍ଟକଚେରି ମାମଲାରେ ଜୟଲାଭ କରିବେ।

ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ‌ କର୍କଟ: ନିଜର ଭ୍ରାନ୍ତଧାରଣା ଦୂର କରିବେ।

ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ।

ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ।

ବୈବାହିକ ଜୀବନ ଖୁସିଭରା ରହିବ।

ସିଂହ: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ।

ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ।

ମହିଳା ଶିଳ୍ପୋଦ୍ୟୋଗୀ ଙ୍କ ଲାଗି ଦିନଟି ଭଲ।

ନବବିବାହିତ ବାହାରକୁ ବୁଲି ଯିବେ।

ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

କନ୍ୟା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ।

ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ।

ପାରିବାରିକ ବାତାବରଣ ସକାରାତ୍ମକ ରହିବ।

ଜୀବନସାଥୀଙ୍କ ଲାଗି ତାଙ୍କ ମନ ପସନ୍ଦର ବସ୍ତ୍ର କିଣିପାରନ୍ତି।

ଆହୁରି ପଢ଼ନ୍ତୁ- Sushant Kumar Nath: ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ: କ୍ୟାପିଟାଲ୍ ଥାନାରେ ନିଜର ବୟାନ୍ ରେକର୍ଡ କ‌ଲେ ପୂର୍ବତନ ଜେଲର୍ ତୁଳା: କିଛି ନୂଆ କରିବା ଲାଗି ବିଚାର କରିବେ।

ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।

ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ବିଛା: ଭାଗ୍ୟର ଦ୍ବାର ଖୋଲିବ।

ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟର ଯଥେଷ୍ଟ ଲାଭ ହେବ।

ରାଜନୀତିକ କାର୍ଯ୍ୟରେ ରୁଚି ନେବେ।

ଯୋଗ ଅଭ୍ୟାସ କରାଉଥିବା ମହିଳାଙ୍କୁ ଗ୍ରାହକଙ୍କଠାରୁ ଯଥେଷ୍ଟ ଲାଭ ହେବ।

ଧନୁ: କୌଣସି ଶୁଭ ସୂଚନା ପାଇବେ।

ଅଧୁରା ଯୋଜନା ସଂପୂର୍ଣ୍ଣ କରିବା ଲାଗି ଉତ୍ତମ ସମୟ।

ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ।

କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।

ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।

ମକର: ମାନସିକ ରୂପେ ସୁସ୍ଥ ରହିବେ।

ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ।

ରାଜନୀତି ରେ ଆର୍ଥିକ ଲାଭ ହେବ।

ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ବଡ଼ଙ୍କର ସ୍ନେହ ଓ ଆଶୀର୍ବାଦ ପାଇବେ।

ଲାଗି ରହିଥିବା ସମସ୍ୟା କମ୍ ହେବ।

ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ।

ଜୀବନସାଥୀ ପାଇଁ କିଛି ବିଶେଷ କରିବେ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ଆପଣ ସବୁ ଚିନ୍ତା ରୁ ମୁକ୍ତ ରହିବେ।

କାମରେ ବାପାମାଆଙ୍କ ସାହାଯ୍ୟ ପାଇବେ।

ଅଫିସରେ ନୂଆ ପଦ ମିଳିପାରେ।

ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ। ‌ ‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)