Horoscope 2026 July 31: ଜାଣନ୍ତୁ ଆଜିର ରାଶିଫଳ...

Jul 31, 2026 - 00:04
Horoscope 2026 July 31: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ।

ବକେୟା ଅର୍ଥ ପାଇବେ।

ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ।

ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

Advertisment ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ।

ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ।

ଭ୍ରମଣ ସୁଖଦ ରହିବ।

ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ଖେଳାଳୀମାନଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ବନାଇ ରଖନ୍ତୁ।

କ୍ୟାରିୟରରେ ଉନ୍ନତି ଯୋଗ ଅଛି।

ଜମି ସମ୍ବନ୍ଧରେ ଖୁସି ଖବର ପାଇବେ।

ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।

କର୍କଟ: ବ୍ୟବସାୟରେ ସଫଳତା ପାଇବେ।

ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ମନଧ୍ୟାନ ଦେଇ ଶୁଣିବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ଆଇନ ଛାତ୍ର ନିଜ ସମୟର ସଦୁପଯୋଗ କରନ୍ତୁ।

ସିଂହ: କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ।

ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ।

ପରିବାରରେ ସୁଖଦ ବାତାବରଣ ରହିବ।

ବ୍ୟବସାୟରେ ଉନ୍ନତି ହେବ।‌  କନ୍ୟା: ଆପଣଙ୍କର ସବୁ କଷ୍ଟ ଦୂର ହେବ।

ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

କାମରେ ଭାଇ ଭଉଣୀର ସହଯୋଗ ପାଇବେ।

ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ। ‌  ଆହୁରି ପଢ଼ନ୍ତୁ- Marriage proposal: ବିବାହ ପ୍ରସ୍ତାବର ସୁଅ ଛୁଟୁଛି, ଅଭିଜିତ୍‌ ଦୀପକେଙ୍କ ମା" କହିଲେ- ପୁଅ ଆଗେ ସ୍ୱାବଲମ୍ବୀ ହେବାକୁ ଚାହୁଛି ତୁଳା: ବେପାରରେ ଲାଭ ପାଇବେ।

ଚାକିରିରେ ପଦୋନ୍ନତି ଯୋଗ ଅଛି।

କୌଣସି ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।

ବିଶିଷ୍ଟ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ବିଛା: ଶିକ୍ଷଣୀୟ ସଂସ୍ଥାକ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।

ବ୍ୟବସାୟ ସମ୍ମିଳନୀରେ ଆପଣଙ୍କ କଥା ରଖିବେ।

ରାଜନୀତିରେ ଥିବା ଲୋକ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ‌  ଧନୁ: କାମରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ।

କୌଣସି ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ।

ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ।

ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ।

ଲୋକେ ଆପଣଙ୍କ ପ୍ରତି ଯଥେଷ୍ଟ ପ୍ରଭାବିତ ହେବେ।

ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ପୂରା ସହଯୋଗ ମିଳିବ।

କୁମ୍ଭ: କାମ ପାଇଁ ଅଧିକ ଯାତୟାତ କରିବାକୁ ପଡ଼ିପାରେ।

ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ଉତ୍ସାହରେ ଭରା ରହିବ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: କ୍ୟାରିୟରକୁ ନେଇ ଗହନ ଚିନ୍ତାରେ ରହିବେ।

କୌଣସି ବି କାମ ମନ ଲଗାଇ କରନ୍ତୁ, ସଫଳତା ପାଇବେ।

ପାରିବାରିକ ସୁଖ ବୃଦ୍ଧି ହେବ।

ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।