ବନ୍ୟା ବିଭୀଷିକାର କରାଳ ରୂପ

Jul 30, 2026 - 22:09
ବନ୍ୟା ବିଭୀଷିକାର କରାଳ ରୂପ

"ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକାର କରାଳ ରୂପ।

ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି।

୩୨୨ ଗ୍ରାମ ଜଳମଗ୍ନ ହୋଇଥିବାବେଳେ ୫୪ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି।

ଜୀବନ ହୋଇଛି  ଦୁର୍ବିସହ।

ଆତଙ୍କିତ ଲୋକେ ସବୁ ଭସାଇ ନେଉଛି ବନ୍ୟା।

ବନ୍ୟା ପୀଡ଼ିତମାନଙ୍କର ଏକମାତ୍ର ସାହା ଭରସା ପାଲଟିଛି ଓଡ୍ରାଫ ଟିମ୍‌।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।