Horoscope 2026 July 01: ଜାଣନ୍ତୁ ଆଜିର ରାଶିଫଳ...

Jul 01, 2026 - 00:07
Horoscope 2026 July 01: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ପରୀକ୍ଷାଫଳ ଆପଣଙ୍କ ଆଶାନୁରୂପ ଆସିବ।

କୌଣସି ଫଇସଲା କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ।

ଆପଣଙ୍କୁ ଲାଭର ଅବସର ମିଳିବ।

ଅଫିସରେ ସମାରୋହର ପରିବେଶ ସୃଷ୍ଟି ହେବ। ‌Advertisment ବୃଷ: ଅଫିସରେ କାମର ଅଧିକତା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ।

ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ।

ବ୍ୟାଙ୍କ କାର୍ଯ୍ୟ ଲାଗି ଭଲ ଯୋଗ ଅଛି।

ଅନ୍‌ଲାଇନ୍‌ ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ‌ ମିଥୁନ: ଗ୍ରାଫିକ୍‌ ଡିଜାଇନର୍‌ଙ୍କ ଲାଗି ଦିନଟି ଲାଭଦାୟକ।

ଦରମା ବୃଦ୍ଧିର ଖବର ପାଇବେ।

ପରିବାର ସମାରୋହରେ ବନ୍ଧୁବାନ୍ଧବଙ୍କ ସହିତ ମିଶିବେ।

କୌଣସି ଖୁସି ଖବର ପାଇବେ।

ସମାଜରେ ମାନ ସମ୍ମାନ ବଢ଼ିବ।

କର୍କଟ: ସମୟର ଅପପ୍ରୟୋଗ କରନ୍ତୁ ନାହିଁ।

ସଫ୍ଟୱେୟାର ଇଂଜିନିୟର କୌଣସି ପ୍ରୋଜେକ୍ଟ ପାଇପାରନ୍ତି।

ମାନସିକ ଅଶାନ୍ତି ସମାପ୍ତ ହେବ।

ପରିବାର ତଥା ସମାଜ ଲୋକ ଲାଗି ବହୁତ ସାହାଯ୍ୟକାରୀ ହେବେ।

ସିଂହ: ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ।

ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।

ପ୍ରେମୀଯୁଗଳଙ୍କ ଜୀବନରେ ଖୁସି ଆସିବ।

ଆପଣଙ୍କ ପିଲା କୌଣସି ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ।

କନ୍ୟା: ତରବରିଆରେ କୌଣସି କାମ କଲେ କ୍ଷତି ହୋଇପାରେ।

ନୂଆ କାରବାରରେ ଭଲ ଲାଭ ହେବ।

ଜୀବନସାଥୀ ଲାଗି କିଛି ବିଶେଷ କରି ପାରନ୍ତି।

ପ୍ରିୟଜନଙ୍କୁ ନିଜର ଜରୁରତ କଥା କହିବେ।

ଆହୁରି ପଢ଼ନ୍ତୁ- Remote Schools in Sikkim: ମାତ୍ର ୧୮ଜଣ ପିଲାଙ୍କୁ ପାଠପଢ଼ାଇବା ପାଇଁ ବଣପାହାଡ, ନଦୀ ଅତିକ୍ରମ କରି ସ୍କୁଲରେ ପହଞ୍ଚୁଛନ୍ତି ଶିକ୍ଷକ ତୁଳା: ଅଫିସରେ କୌଣସି କାମରେ ବରିଷ୍ଠଙ୍କର ସହଯୋଗ ପାଇବେ।

ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ।

ଭଲ ଲାଭ ହେବ।

ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ବିଛା: ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ।

ବ୍ୟବସାୟ ସମାରୋହରେ ସାମିଲ ହେବାର ଆପଣ ମଉକା ପାଇବେ।

ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ‌  ଧନୁ: ଅଫିସରେ କାମର ବୋଝ ଅଧିକ ହୋଇପାରେ।

ବୈବାହିକ ଜୀବନରେ ଭ୍ରାନ୍ତଧାରଣା ଦୂର ହେବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ।

ମକର: ବନ୍ଧୁମାନଙ୍କ ସହିତ ମଉଜମସ୍ତି କରିବେ।

ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ।

ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।

ପରିବାରରେ କୌଣସି କଥାରେ ଉଲ୍ଲାସର ବାତାବରଣ ରହିବ। ‌  କୁମ୍ଭ: ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ।

ବିବାହ କଥାବର୍ତ୍ତା ଲାଗି ରହିଥିବା ବାଧା ଦୂର ହେବ।

ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।

ଚାକିରିରେ ପଦୋନ୍ନତି ଯୋଗ ଅଛି। ‌  ମୀନ: ପୂଜାପାଠରେ ସମୟ ବିତିବ।

ବ୍ୟବସାୟରେ ଭଲ ଆୟ ହେବ।

କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁର ସହଯୋଗ ପାଇବେ।

ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ।

ସଡ଼କରେ ଧ୍ୟାନପୂର୍ବକ ଚାଲନ୍ତୁ।

"