Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

Aug 17, 2026 - 00:15
Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ଜୀବନରେ ଉନ୍ନତି ନୂଆ ଅବସର ପାଇବେ।

ଘରର ଆବଶ୍ୟକ ଜିନିଷ କିଣିବା ପାଇଁ ବଜାରକୁ ଯିବେ।

ବାହାରେ ତେଲ ଛଣା ଜିନିଷ ଖାଆନ୍ତୁ ନାହିଁ।

କୋରିୟର ବ୍ୟବସାୟୀଙ୍କର ଲାଭ ହେବ।

Advertisment ବୃଷ: ପରିବାର ସହିତ ଭଲ ସମୟ ଅତିବାହିତ କରିବେ।

ଘରେ ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିବେ।

ଆପଣଙ୍କର କୌଣସି ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଭବିଷ୍ୟରେ ଲାଭ ପାଇବେ।

ମିଥୁନ: ଏକାଗ୍ର ମନରେ କରି ଆସୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ।

କୌଣସି ଦାୟିତ୍ବକୁ ଅଣଦେଖା କରନ୍ତ ନାହିଁ।

ଚାକିରିଜୀବୀ ଅଧିକାରୀଙ୍କ ସହଯୋଗ ପାଇବା ଯୋଗୁଁ କାମର ବୋଝ କମ୍ ହେବ।

କର୍କଟ: କୌଣସି କଥାକୁ ନେଇ ସଂଶୟରେ ରହିବେ।

ଆୟ ବ୍ୟୟର ସମନ୍ବୟ ବଜାୟ ରହିବ।

ବନ୍ଧୁର ଜନ୍ମ ଉତ୍ସବକୁ ଯିବେ।

ନୂଆ ଗାଡ଼ି କଣିବା ପାଇଁ ମନସ୍ଥ କରିବେ।

ବେପାର ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବେ।

ସିଂହ: ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେବେ।

ବେପାରରେ ଯଥେଷ୍ଟ ଲାଭ ହେବ।

ଜୀବନସାଥୀ ସହିତ ସାମଞସ୍ୟ ବଜାୟ ରହିବ।

କନ୍ୟା: ଅଫିସରେ ଫୋନର ବ୍ୟବହାର କମ୍ କରି ନିଜ କାମରେ ପୂରା ଧ୍ୟାନକେନ୍ଦ୍ରୀତ କରିବେ।

ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିପାରନ୍ତି।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ତୁଳା: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ।

ପରିବାର ଲୋକଙ୍କ ସହିତ ସଂପର୍କରେ ସୁଧାର ହେବ।

ବନ୍ଧୁର କୌଣସି ଗୋପନୀୟ କଥା ଜାଣି ପାରିବେ।

ଆପଣଙ୍କ ଯୋଜନା ସବୁ କାମ ହେବା ଯୋଗୁଁ କାମରେ ମନ ଲାଗିବ।

ବିଛା: ବ୍ୟବସାୟ ବଢ଼ାଇବା ଲାଗି ନୂଆ ଅବସର ପାଇବେ।

ଭାଇ ଭଉଣୀଙ୍କ ସହଯୋଗ ପାଇବେ।

ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହେବ।

ସମ୍ବନ୍ଧରେ ଲଗି ରହିଥିବା ମତଭେଦ ଦୂର ହେବ।

ଧନଲାଭ ଯୋଗ ରହିଛି।

ଧନୁ: ଆପଣଙ୍କ ଧ୍ୟାନ କାମ ପୂରା କରିବାରେ ଲାଗି ରହିବ।

ଭାଗ୍ୟର ସହଯୋଗ ପାଇବା ଯୋଗୁଁ ଗୋଟେ ପରେ ଗୋଟେ କାମ ସଂପୂର୍ଣ୍ଣ ହୋଇଯିବ।

ଶତ୍ରୁ ଆପଣଙ୍କ ଯୋଜନାରେ ପ୍ରଭାବିତ ହୋଇ ବନ୍ଧୁତାର ହାତ ବଢ଼ାଇବେ। ‌ମକର:-ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ।

ଅନ୍ୟକୁ ସାହାଯ୍ୟ କରିବେ।

ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ହୋଇପାରେ।

ଆପଣଙ୍କ ବ୍ୟବହାର ଭଲ ପରିବର୍ତ୍ତନ ହେବା ଯୋଗୁଁ ନୂଆ ବନ୍ଧୁ ହୋଇପାରନ୍ତି।‌  କୁମ୍ଭ: ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଅନକୂଳ ରହିବ।

ଆପଣଙ୍କ ଅସୁବିଧା ସମାପ୍ତ ହେବ।

ମହିଳାଙ୍କ ଲାଗି ଦିନଟି ଭଲ ରହିବ।

ବ୍ୟବସାୟୀ ଜରୁରୀ ଅଧିବେଶନରେ ଯୋଗ ଦେଇପାରନ୍ତି। ‌  ମୀନ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

ଲେଖକ ନୂଆ କାହାଣୀ ଲେଖିପାରନ୍ତି।

ପରିବାରକୁ ନୂଆ ସଦସ୍ୟ ଆସିବା ଯୋଗୁଁ ସବୁ ଲୋକ ବହୁତ ଖୁସି ରହିବେ।

ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media