Helicopter Crash: କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ

Aug 20, 2026 - 08:51
Helicopter Crash: କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ

"ନାଇରୋବି: କେନିଆର କେନ୍ଦ୍ରୀୟ ଅଞ୍ଚଳ ସାମ୍ବୁରୁ କାଉଣ୍ଟିରେ ବୁଧବାର ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।Advertisment ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିବା ଆମେରିକାର ବିଦେଶ ବିଭାଗ ସ୍ପଷ୍ଟ କରିଛି।

3 railway projects: ଓଡ଼ିଶାର ୩ ରେଳ ପ୍ରକଳ୍ପ ମଞ୍ଜୁର: ବ୍ୟୟ ହେବ ୭୨୨୧ କୋଟି, ୪ ବର୍ଷରେ ସମ୍ପୂର୍ଣ୍ଣ ହେବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media