Heavy Rain in Rourkela ରାଉରକେଲାରେ ପ୍ରବଳ ବର୍ଷା: ଆରଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

Aug 13, 2026 - 18:12
Heavy Rain in Rourkela ରାଉରକେଲାରେ ପ୍ରବଳ ବର୍ଷା: ଆରଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

"ରାଉରକେଲା : ସହରର ପ୍ରବଳ ବର୍ଷା, ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି  ଜଳବନ୍ଦୀ, ଜଳ ନିଷ୍କାସନ l ସମସ୍ୟା, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ  ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ  ନିଗମର କର୍ମଚାରୀମାନେ ପାଇଥିବା ସମସ୍ତ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି lAdvertisment Heavy Rain Lashes Rourkela ଜଳମୟ ହୋଇଗଲା ରାଉରକେଲା, ଜନଜୀବନ ଅସ୍ତବ୍ୟସ୍ତ ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା, ଡ୍ରେନେଜ୍ ସଫା କରିବା, ଜଳବନ୍ଦୀ ପରିଚାଳନା, ରାସ୍ତା ଅବରୋଧ ଦୂର କରିବା ଓ ଅନ୍ୟାନ୍ୟ ଜରୁରୀ ସେବାକୁ ପ୍ରାଥମିକତା ଦେବାକୁ କୁହାଯାଇଛି l ବିନା ଅନୁମତି କୌଣସି କର୍ମଚାରୀ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହିବେ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media