Hanging Body: ଝୁଲନ୍ତା ଅବସ୍ଥାରେ ବି ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର

Aug 24, 2026 - 14:07
Hanging Body: ଝୁଲନ୍ତା ଅବସ୍ଥାରେ ବି ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର

"ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ବରୁଣ ନଗର ଲେନ୍ - ୧ ରେ ଥିବା ଭଡ଼ା ଘରେ ଜଣେ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।

ମୃତ ଛାତ୍ର କୈାଶିକ ମହାପାତ୍ର (୨୦) ବୋଲି ଜଣାପଡିଛି।

ସେ ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ସିଭିଲ ବ୍ରାଞ୍ଚ୍ ର ଦ୍ବିତୀୟ ବର୍ଷର ଛାତ୍ର।Advertisment ଛାତ୍ର ଏକାକୀ ରହୁଥିଲେ ମୃତକ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ବୋଲି ସୂଚନା ରହିଛି।

ମୃତକଙ୍କ ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି।

ତାଙ୍କ ପରିବାରକୁ କର୍ତ୍ତୃପକ୍ଷ ସୂଚନା ଦେଇଥିବା ଜଣାପଡିଛି।

ଛାତ୍ର ଜଣକ ଏକାକୀ ରହୁଥିଲେ।

Dead Bodies: କାଲି ନାଳରେ ଭାସିଯାଇଥିଲେ, ଆଜି ମିଳିଲା ଦୁଇ ମୃତଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)