Gun: ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ
"ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି ନେତା ସର୍କିଟ ହାଉସରେ ଦୁଇଟି ସୁଟ ଗତ ଜୁଲାଇ ୨୧ରୁ ବୁକିଂ କରିଥିଲେ l ଗିରଫ ଦୁଇ ଯୁବକଙ୍କ ସମେତ ଯୁବ ବିଜେପି ନେତା ମଧ୍ୟ ରହୁଥିଲେ lAdvertisment ତଦନ୍ତ ଚଳାଇଛି ପୁଲିସ ପ୍ରାୟ ୨୫ଦିନ ଧରି ଯୁବ ନେତାକୁ ସର୍କିଟ ହାଉସ କିଏ ଦୁଇଟି ସୁଟ୍ ଦେଇଥିଲା l ଏତେ ଦିନ ଧରି ଏଠାରେ କଣ ଚାଲିଥିଲା l ପୁଲିସ ତାର ତଦନ୍ତ ଚଳାଇଛି l Youth Missing: କେଶ୍ରାମାଲ ନଦୀରେ ବୁଡ଼ି ଯୁବକ ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
