Ganjam: ପୂର୍ବ ଶତ୍ରୁତାରୁ ଆକ୍ରମଣ: ଯୁବକକୁ ଘରୁ ଡାକି ନେଇ ହାଣିଲେ ଦୁର୍ବୃତ୍ତ

Sep 04, 2026 - 13:41
Ganjam: ପୂର୍ବ ଶତ୍ରୁତାରୁ ଆକ୍ରମଣ: ଯୁବକକୁ ଘରୁ ଡାକି ନେଇ ହାଣିଲେ ଦୁର୍ବୃତ୍ତ

"ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯୁବକକୁ ଘରୁ ଡାକି ନେଇ ଦୁର୍ବୃତ୍ତ ହାଣିଦେଇଛନ୍ତି।

ପାଞ୍ଚ ଜଣ ଦୁର୍ବୃତ୍ତ ଖଣ୍ଡାରେ ଜଣେ ଯୁବକଙ୍କୁ ହାଣିପକାଇଥିବାର ସୂଚନା ମିଳିଛି।

ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମର ପ୍ରେମାନନ୍ଦ ବିଷୋୟୀ (୪୦)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମରେ ଏହି ଆକ୍ରମଣ ଘଟିଛି |Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)