Ganja Seized: ଟ୍ରାକ୍ଟର ଟ୍ୟାଙ୍କରରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଅଟକ

Jun 15, 2026 - 17:19
Ganja Seized: ଟ୍ରାକ୍ଟର ଟ୍ୟାଙ୍କରରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଅଟକ

"କଣ୍ଟାମାଳ: କଣ୍ଟାମାଳ ପୁଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଛି l ଦୈନଦିନ ପୁଲିସ ଅଧିକାରୀ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛନ୍ତି l ସେହିଭଳି ଆଜି ପୁଲିସ କୋଣସି ସୂତ୍ରରୁ ଖବର ପାଇ ଏହି ଗଞ୍ଜେଇ ବୋଝଇ ଟ୍ରାକ୍ଟର ଓ ପାଣିଟାଙ୍କି ଉପରେ ଚଢ଼ାଉ କରିଥିଲା l Advertisment ସୋନପୁର ଜିଲ୍ଲାକୁ ଚାଲାଣ ହେଉଥିଲା ଗଞ୍ଜେଇ ସୂଚନା ଅନୁସାରେ ASI ପ୍ରକାଶ ଭୋଇ ଓ ତାଙ୍କ ଟିମ୍ ଧରି ତେଲ ନଦୀ ବ୍ରିଜ ଦେଇ ସୋନପୁର ଜିଲ୍ଲାକୁ ଚାଲାଣ ହେଉଥିଲା l ଏଥିରେ ପୁଲିସ ଜଣଙ୍କୁ ଅଟକ ରଖି ପଚାଉଚରା କରିଥିଲାl ଅଟକ ଯୁବକ ହେଲେ ଠେଲକୋବେଡ଼l ୨୪ ବର୍ଷୀୟ ସମ୍ବିତ୍ ମହାନନ୍ଦ l ପରେ ସମ୍ବିତ୍ ମହାନନ୍ଦକୁ ଗିରଫ କରିଥିବା ବେଳେ ଜବତ ଗଞ୍ଜେଇକୁ ଓଜନ କଲାପରେ ୫ କ୍ଵିଣ୍ଟାଲ ୧୦ କେଜି ହୋଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି।

Deadbody: ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଠାବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।