Elephant: ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ

Aug 23, 2026 - 09:56
Elephant: ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ

"ଚମ୍ପୁଆ: ଗତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ସହର ଭିତରେ ପଶି ବୁଲୁଥିବା ଦେଖାଯାଇଥିଲା।

ଝାଡ଼ଖଣ୍ଡ ପଟୁ ଆସି ଗୋଧୂଳି ଦେଇ ଚମ୍ପୁଆସହରକୁ ପ୍ରବେଶ କରିଥିଲା ।

ଖବର ପାଇ ବନ ବିଭାଗ କର୍ମଚାରୀ ଚମ୍ପୁଆ ରେଞ୍ଜ ଅଧିକାରୀ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିବା ସହିତ ଲୋକଙ୍କ ଜନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଦନ୍ତାକୁ ଚମ୍ପୁଆ ବଜାର ଭିତରୁ ଘଉଡାଇ ଥିଲେ।Advertisment ବୈତରଣୀ ନଦୀ ନିକଟ ଆମ୍ବ ବଗିଚାକୁ ଚାଲିଯାଇଛି ଚମ୍ପୁଆ ବଜାର, ଛଅ ନମ୍ୱର ୱାର୍ଡ, ମୁସଲିମ ବସ୍ତି ଦେଇ ଏକ ନମ୍ୱର ୱାର୍ଡ ଗୋଧୂଳି ବୈତରଣୀ ନଦୀ ନିକଟ ଆମ୍ବ ବଗିଚାକୁ ଚାଲିଯାଇଛି ।

ତେବେ  କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ, ଲଗାତାର  ସହର ଭିତରକୁ ହାତୀ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି ।

Ocean Winner: ମଝି ଦରିଆରେ ଜାହଜ ବୁଡ଼ି ଘଟଣା, ୨ ଜଣଙ୍କୁ ଉଦ୍ଧାର ସୂଚନା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)