Dhanteras Dhanvarsha offers: ଖିମଜୀ ଜୁଏଲର୍ସର ଧନତେରସ୍ ଧନବର୍ଷା ଅଫର୍ ୩୦ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ଧନତେରସ୍ ଧନବର୍ଷା ଅଫରର ଅବଧି ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଓଡ଼ିଶାରେ ଖିମଜୀ ଜୁଏଲର୍ସର ସମସ୍ତ ସୋରୁମରେ ଗ୍ରାହକଙ୍କ ଅଭୂତପୂର୍ବ ସମର୍ଥନ ଓ ଉତ୍ସାହଜନକକୁ ଦୃଷ୍ଟିରେ ରଖି କମ୍ପାନି ଏହି ନିଷ୍ପତ୍ତି ନେଇଛି।
ଏହି ବର୍ଦ୍ଧିତ ଅଫର ନଭେମ୍ବର ୩୦ ତାରିଖ କାର୍ଯ୍ୟ ଦିବସ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଥିବା ଖିମଜୀ ଜୁଏଲର୍ସର ସମସ୍ତ ସୋରୁମରେ ଉପଲବ୍ଧ ହେବ।
Advertisment ଅଫରର ଅବଧି ବୃଦ୍ଧି ସମ୍ପର୍କରେ ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି ଯେ, ୧୯୩୬ରୁ ଓଡ଼ିଶାବାସୀ କେବଳ ଆମର ଗ୍ରାହକ ନୁହନ୍ତି, ସେମାନେ ଆମ ପରିବାରର ସଦସ୍ୟ ।
ଏହି ଧନତେରସ୍ରେ ଆମର ପ୍ରତ୍ୟେକ ସୋରୁମରେ ଗ୍ରାହକଙ୍କଠାରୁ ମିଳିଥିବା ଭଲପାଇବା ଓ ବିଶ୍ୱାସ ଆମକୁ ଅଭିଭୂତ କରିଛି।
ଅନେକ ପରିବାର ଗହଣା କିଣିବା ପାଇଁ ଆଉ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ।
ସେମାନଙ୍କ ଅନୁରୋଧକୁ ଆମେ ଅଣଦେଖା କରିପାରିଲୁ ନାହିଁ।
ନଭେମ୍ବର ୩୦ ଯାଏଁ ଧନବର୍ଷା ଅଫରକୁ ବୃଦ୍ଧି କରିବା ହେଉଛି ଆମକୁ ଭଲପାଇବା ଦେଇ ଆସିଥିବା ଅନେକ ପିଢ଼ିର ଗ୍ରାହକଙ୍କ ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ଛୋଟ ପ୍ରୟାସ।
ଗ୍ରାହକମାନେ ନିକଟସ୍ଥ ଖିମ୍ଜୀ ଜୁଏଲର୍ସ ସୋରୁମକୁ ଯାଇ ବିଭିନ୍ନ ପାର୍ବଣ ଗହଣା ସମ୍ଭାର ଦେଖିବା ସହ ନଭେମ୍ବର ୩୦ ତାରିଖ ପୂର୍ବରୁ ଧନତେରସ୍ ଧନବର୍ଷା ଅଫରର ଲାଭ ଉଠାଇ ପାରିବେ।
ବୈଭବଙ୍କ ବିଶ୍ୱରେକର୍ଡ: ୫୨ ବଲ୍ରେ ମାରିଲେ ଦ୍ୱିଶତକ, ସେମିରେ ଭାରତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
