December 16 Return Plan: ବିଜୟ ଦିବସରେ ହସିନାଙ୍କ ଘରବାହୁଡ଼ା, ଢାକା ଯିବାକୁ ମାଗିଲେ ସ୍ୱତନ୍ତ୍ର ବିମାନ

Nov 24, 2026 - 14:24
December 16 Return Plan: ବିଜୟ ଦିବସରେ ହସିନାଙ୍କ ଘରବାହୁଡ଼ା, ଢାକା ଯିବାକୁ ମାଗିଲେ ସ୍ୱତନ୍ତ୍ର ବିମାନ

ଡିସେମ୍ବରରେ ସ୍ବଦେଶ ଫେରିବେ ହସିନା।

ଆସନ୍ତା ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା।

ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ତାରିଖ ଘୋଷଣା କଲେ ହସିନାଙ୍କ ମୁଖପାତ୍ର।

୧୯୭୧ ବିଜୟ ଦିବସର ୫୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଦେଶକୁ ଫେରିବେ।

ଏଥିପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ବାଂଲାଦେଶ ସରକାରଙ୍କୁ ଅପିଲ୍ କରିଛନ୍ତି।

Advertisment ଗତ ୨ ବର୍ଷରୁ ଅଧିକ ସମୟ ଧରି ଭାରତରେ ଅଛନ୍ତି ଶେଖ୍ ହସିନା।

ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ଘୋଷଣା ନେଇ ବାଂଲାଦେଶରେ ରାଜନୈତିକ ଏବଂ ଆଇନଗତ ଉତ୍ତେଜନା ବୃଦ୍ଧି ପାଇପାରେ।

ଅଗଷ୍ଟ ୫ ତାରିଖ ୨୦୨୪ରେ ଶେଖ୍ ହାସିନାଙ୍କୁ ଏକ ବାଂଲାଦେଶୀ ବିମାନରେ ଭାରତ ଅଣାଯାଇଥିଲା।

ତେଣୁ ବାଂଲା ସରକାର ଦିଲ୍ଲୀରୁ ଢାକାକୁ ତାଙ୍କର ବିମାନ ଯାତ୍ରାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଏପରି ପରିସ୍ଥିତିରେ, ସମ୍ବିଧାନ ଉଲ୍ଲଂଘନ କରି ଦେଶରୁ ତାଙ୍କୁ ନିର୍ବାସନ କରାଯିବା ପରେ ଡିସେମ୍ବର ୧୬ ତାରିଖରେ ବିଜୟ ଦିବସ ଅବସରରେ ତାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ଶେଖ ହସିନାଙ୍କ ମୁଖପାତ୍ର...

ଆସନ୍ତା ୧୬ରେ ବାଂଲାଦେଶ ଫେରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ତାରିଖ ଘୋଷଣା କଲେ ହସିନାଙ୍କ ମୁଖପାତ୍ର ୧୯୭୧ ବିଜୟ ଦିବସ ୫୫ ବର୍ଷ ପୂର୍ତ୍ତି ଅବସରରେ ନିଜ ଦେଶ ଫେରିବେ ଏଥିପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ବାଂଲାଦେଶ ସରକାରଙ୍କୁ ଅପିଲ୍ ୨ ବର୍ଷରୁ ଅଧିକ ସମୟ ଧରି ଭାରତରେ ରହୁଛନ୍ତି ହସିନା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)