Debrigarh Tiger Reserve: ନୂଆ ଠିକଣା ଖୋଜି ଓଡ଼ିଶା ଆସିଲା ମହାବଳ! ଦେବ୍ରିଗଡ଼ରେ ବାଘର ପରିଚୟକୁ ନେଇ NTCAର ମୋହର

Nov 17, 2026 - 10:35
Debrigarh Tiger Reserve: ନୂଆ ଠିକଣା ଖୋଜି ଓଡ଼ିଶା ଆସିଲା ମହାବଳ! ଦେବ୍ରିଗଡ଼ରେ ବାଘର ପରିଚୟକୁ ନେଇ NTCAର ମୋହର

C ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରୁ ଆସିଥିବା ସ୍ପଷ୍ଟ ହୋଇଛି।

Advertisment ୨୦୨୫ରେ ସେଠାରେ କ୍ୟାମେରା ଟ୍ରାପ୍ ରେ କଏଦ ହୋଇଥିବା ବାଘଟି ଗତ ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ରେ ଠାବ ହୋଇଥିଲା।

ଉଭୟ ସ୍ଥାନର କ୍ୟାମେରା ଟ୍ରାପ୍ ଫଟୋକୁ ଯାଞ୍ଚ କରିବା ସହ ବାଘର ଶରୀରରେ ଥିବା ଗାର ବା ଷ୍ଟ୍ରାଇପ୍ ପ୍ୟାଟର୍ନକୁ ମେଳ କରି ଏହାର ପରିଚୟ ନିଶ୍ଚିତ କରିଛି NTCA।

ପ୍ରାୟ ୫ ବର୍ଷ ବୟସର ଏହି ଅଣ୍ଡିରା ବାଘଟି ପ୍ରଥମେ ଉଦନ୍ତୀ-ସୀତାନଦୀରୁ ବରନୱାପାରା ଅଭୟାରଣ୍ୟ ଏବଂ ପରେ ଦେବ୍ରିଗଡ଼ରେ ପହଞ୍ଚିଛି।

ଅର୍ଥାତ୍ ଦୁଇଟି ରାଜ୍ୟର ବିଭିନ୍ନ ଜଙ୍ଗଲ ଅତିକ୍ରମ କରି ନିଜ ପାଇଁ ନୂଆ ଆବାସସ୍ଥଳୀ ଖୋଜି ଦେବ୍ରିଗଡ଼ରେ ପହଞ୍ଚିଛି ଏହି ମହାବଳ।

ଏବେ ବାଘଟିର ପରବର୍ତ୍ତୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)