Dead: ଗାଧୋଇବାକୁ ଯାଇ ଲୁଣାନଦୀରେ ନିଖୋଜ ଥିଲେ ୩ ଯୁବକ, ଉଦ୍ଧାର ହେଲା ମୃତଦେହ

Oct 20, 2026 - 18:55
Dead: ଗାଧୋଇବାକୁ ଯାଇ ଲୁଣାନଦୀରେ ନିଖୋଜ ଥିଲେ ୩ ଯୁବକ, ଉଦ୍ଧାର ହେଲା ମୃତଦେହ

"ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି।

ଗାଧୋଇବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଲୁଣାନଦୀରୁ ଉଦ୍ଧାର କରାଯାଇଛି।

ନିଖୋଜ ହେବାର ପ୍ରାୟ ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତିନି ଯୁବକଙ୍କର ମୃତଦେହ ଉଦ୍ଧାର କରିଛନ୍ତି।

Advertisment Dead Body: କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)