Farmland: କେନାଲ୍ରେ ପାଣି ନ ଆସିବାରୁ ଚାଷଜମି ଫାଟି ଆଁ
"ମାହାଙ୍ଗା: ମାହାଙ୍ଗା ବ୍ଲକ୍ରେ ବିଭିନ୍ନ ପଞ୍ଚାୟତରେ ଧାନ ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରାଯାଇଥାଏ।
ତେବେ, ଜଗତପୁର ଜଳସେଚନ ବିଭାଗ ଅଧୀନରେ ଥିବା ୱାନ୍-ସିସି କେନାଲ୍ରେ୍ ଅଡମ୍ବପୁର ଠାରୁ ଛେଦା ପର୍ଯ୍ୟନ୍ତ ପାଣି ନ ଆସିବାରୁ ଏବେ ଚାଷଜମି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ଏହି କେନାଲ୍ର ଶେଷମୁଣ୍ତ ଶୁଖିଲା ପଡ଼ିଛି।Advertisment Arrest: ଶ୍ରଦ୍ଧା ଦୁବେଙ୍କୁ ମହାରାଷ୍ଟ୍ରରୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ ଏହି କେନାଲ୍ ଉପରେ ନିର୍ଭର କରୁଥିବା ଚାଷୀମାନେ ଶହଶହ ଏକର ଚାଷଜମିରେ ଧାନ ଫସଲ କରିଛନ୍ତି।
କିନ୍ତୁ କେନାଲ୍ରେ ପାଣି ଆସୁ ନ ଥିବାରୁ ଚାଷଜମି ଜଳସେଚିତ ହୋଇପାରୁ ନାହିଁ।
ଚାଷଜମି ସବୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି।
ଚାଷୀଙ୍କ ବୃହତ୍ ସ୍ବାର୍ଥକୁ ଦୃଷ୍ଟିରୁ ରଖି କେନାଲ୍ରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି।
Marco Rubio India Visit: ପାକିସ୍ତାନ କହିଲା- ଭାରତକୁ ବାରମ୍ବାର ମାର୍କୋ ରୁବିଓ ଗସ୍ତ କରୁଛନ୍ତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
