Cyclone Impact: ବାତ୍ୟା ପାଇଁ ଟ୍ରେନ୍ ଚଳାଚଳ ସମୟ ପରିବର୍ତ୍ତନ, ବନ୍ଦେ ଭାରତ ସାଢେ ୩ ଘଣ୍ଟା ବିଳମ୍ବ

Nov 19, 2026 - 11:26
Cyclone Impact: ବାତ୍ୟା ପାଇଁ ଟ୍ରେନ୍ ଚଳାଚଳ ସମୟ ପରିବର୍ତ୍ତନ, ବନ୍ଦେ ଭାରତ ସାଢେ ୩ ଘଣ୍ଟା ବିଳମ୍ବ

ବାତ୍ୟା ପାଇଁ ଟ୍ରେନ୍ ଚଳାଚଳ ସମୟ ପରିବର୍ତ୍ତନ।

୨୦ ତାରିଖ ପାଇଁ କିଛି ଟ୍ରେନ ଚଳାଚଳର ସମୟ ପରିବର୍ତ୍ତନ କରାଯାଇଛି।

ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ସାଢେ ୫ ଘଣ୍ଟା ବିଳମ୍ବ।

ପଲାସା-କଟକ ମେମୁ ଟ୍ରେନ୍ ୫ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।

ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ସାଢେ ୩ ଘଣ୍ଟା ବିଳମ୍ବ।

Advertisment ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ସାଢେ ୩ ଘଣ୍ଟା ବିଳମ୍ବ।

ଗୁଣୁପୁର-କଟକ ମେମୁ ଟ୍ରେନ୍ ସାଢେ ୩ ଘଣ୍ଟା ବିଳମ୍ବରେ ଚାଲିବ।

ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ୨ ଘଣ୍ଟା ବିଳମ୍ବ ହେବ।

ଶାଲିମାର-ଚର୍ଲାପଲ୍ଲୀ ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)