Cyclone Akvan: ଆଜି ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା, ବାତ୍ୟା ଅକୱାନ୍କୁ ନେଇ ରେଡ୍ ଆଲର୍ଟ
ବାତ୍ୟା ଅକୱାନ୍ ପ୍ରଭାବରେ ଆଜି ସବୁଠୁ ବେଶୀ ବର୍ଷା ହେବ।
ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର।
କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।
ସେଥିପାଇଁ କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ଅର୍ଣ୍ଣବ ତୁଳନାରେ କମ୍ ବର୍ଷା ହୋଇପାରେ।
କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନର ବି ଆଶଙ୍କା ରହିଛି।
Advertisment ୨୦ ଅପରାହ୍ନରେ ଗୋପାଳପୁର ପାଖରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା।
ଲ୍ୟାଣ୍ଡଫଲ୍ ପରେ ଅକୱାନ ଦ୍ରୁତଗତିରେ ଦୁର୍ବଳ ହୋଇପାରେ।
ଲ୍ୟାଣ୍ଡଫଲ ବେଳେ ୭୦ରୁ ୮୦ କିମି, ଝଟକା ପବନ ୯୦ କିମି ରହିପାରେ।
କିଛି ସ୍ଥାନରେ ପବନ ବହିବା ଆରମ୍ଭ ହୋଇସାରିଛି।
ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ।
କାଲି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଓ ପବନର ପ୍ରଭାବ ରହିବ।
ଆଜି ସବୁଠାରୁ ବେଶୀ ବର୍ଷା: IMD ବାତ୍ୟା ଅକୱାନ୍ ପ୍ରଭାବ ନେଇ IMD ଡିଜିଙ୍କ ସୂଚନା 'ଆଜି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ' 'ଅର୍ଥାତ୍ କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା' 'ସେଥିପାଇଁ କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି' 'ଅର୍ଣ୍ଣବ ତୁଳନାରେ କମ୍ ବର୍ଷା ହୋଇପାରେ, ମାତ୍ର ପ୍ରସ୍ତୁତି ଦରକାର' 'କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନର ବି ଆଶଙ୍କା ରହିଛି' '୨୦ ଅପରାହ୍ନରେ ଗୋପାଳପୁର ପାଖରେ ଲ୍ୟାଣ୍ଡ୍ ଫଲ୍ ହେବ' 'ଲ୍ୟାଣ୍ଡଫଲ୍ ପରେ ଅକୱାନ ଦ୍ରୁତଗତିରେ ଦୁର୍ବଳ ହୋଇପାରେ' 'ଲ୍ୟାଣ୍ଡଫଲ ବେଳେ ୭୦ରୁ ୮୦ କିମି, ଝଟକା ପବନ ୯୦ କିମି' 'କିଛି ସ୍ଥାନରେ ପବନ ବହିବା ଆରମ୍ଭ କରି ସାରିଛି' 'ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ' 'କାଲି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଓ ପବନର ପ୍ରଭାବ ରହିବ' Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
