Cyclone Akvan Weakens After Landfall: ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ’, ‍ବର୍ଷା ହେବ, ସମୁଦ୍ର ଅଶାନ୍ତ ରହିବ: ଆଇଏମଡି ଡିଜି

Nov 20, 2026 - 14:10
Cyclone Akvan Weakens After Landfall: ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ’, ‍ବର୍ଷା ହେବ, ସମୁଦ୍ର ଅଶାନ୍ତ ରହିବ: ଆଇଏମଡି ଡିଜି

ସ୍ଥଳଭାଗ ଅତିକ୍ରମ ପରେ ଆଗକୁ ବଢିବା ସହ ଦୁର୍ବଳ ହେଉଛି 'ଅକୱାନ୍'।

'ଗୋପାଳପୁରରୁ ୧୫ କିମି ଦୂରରେ ଉପକୂଳ ଅତିକ୍ରମ କରିଛି ବାତ୍ୟା।

ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ସ୍ଥଳଭାଗ ଛୁଇଁଛି।

ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନ ବେଗ ୭୦ରୁ ୮୦ କିଲୋମିଟର ରହିଥିଲା।

ଝଟକା ପବନର ବେଗ ୯୦ କିମି ଥିଲା।

Advertisment ଆଜି ସନ୍ଧ୍ୟା ସୁଦ୍ଧା 'ଅକୱାନ୍ ' ଦୁର୍ବଳ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ 'ଗଭୀର ଅବପାତ'ରେ ପରିଣତ ହେବ।

ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ 'ଅବପାତ'ରେ ପରିଣତ ହେବ।

ବାତ୍ୟା ପ୍ରଭାବରେ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)