Cyclone Akvan Makes Landfall Near Gopalpur: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅକୱାନ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ

Nov 20, 2026 - 10:16
Cyclone Akvan Makes Landfall Near Gopalpur: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅକୱାନ, ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ

ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅକୱାନ।

ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା।

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କି.ମି.

ରହିଥିବା ବେଳେ ୯୦ କିମି ବେଗରେ ଝଟକା ପବନ ବହୁଥିଲା।

ଲ୍ୟାଣ୍ଡଫଲ ପ୍ରକ୍ରିୟା ସମ୍ପନ୍ନ ହେବା ପାଇଁ ଆହୁରି ୨ ଘଣ୍ଟା ସମୟ ଲାଗିବ।

ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟା ସ୍ଥଳଭାମଗ ଛୁଇଁଥିଲା।

Advertisment ବର୍ତ୍ତମାନ ଗୋପାଳପୁରଠାରୁ ୧୦ କିଲୋମିଟର ଦକ୍ଷିଣପଶ୍ଚିମରେ ରହିଛି ବାତ୍ୟା ଅକୱାନ।

ପୁରୀ ଠାରୁ ୧୨୫ କିଲୋମିଟର ଦକ୍ଷିଣ ପଶ୍ଚିମରେ ରହିଛି।

ଆଗାମୀ ୬ ଘଣ୍ଟା ମଧ୍ୟରେ ୧୧ଟା ୩୦ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ।

ସନ୍ଧ୍ୟା ୫ଟା ସମୟ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ।

ଆଗାମୀ ୨୪ ଘଣ୍ଟା ପରେ ବର୍ଷାର ପରିଣାମ କମିଯିବ।

ପବନର ବେଗ ୬୦ରୁ ୭୦ କିଲୋମିଟର ରହିବା ସମ୍ଭାବନା ଥିବା ବେଳେ ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)