Cyclone Akvan Impact: ବାତ୍ୟା ଅକ୍ୱାନ୍ ପ୍ରଭାବ, ବଦଳିଲା ପାଗ; ପାଗରେ ପରିବର୍ତ୍ତନ ଦେଖି ଲୋକଙ୍କ ମନରେ ଆଶଙ୍କା

Nov 18, 2026 - 18:36
Cyclone Akvan Impact: ବାତ୍ୟା ଅକ୍ୱାନ୍ ପ୍ରଭାବ, ବଦଳିଲା ପାଗ; ପାଗରେ ପରିବର୍ତ୍ତନ ଦେଖି ଲୋକଙ୍କ ମନରେ ଆଶଙ୍କା

ବଦଳିଲା ପାଗ, ପୁରୀ ଜିଲ୍ଲାରେ ବାତ୍ୟାର ପ୍ରଭାବ।

ଲାଗି ରହିଛି ଝିପିଝିପି ବର୍ଷା।

ବାତ୍ୟା ପ୍ରଭାବରେ ଅସ୍ତରଙ୍ଗ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।

ବାତ୍ୟା 'ଅକ୍ୱାନ୍'ର ପ୍ରଭାବ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଲାଣି।

Advertisment ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ।

ଆଉ ତା' ସାଙ୍ଗକୁ ଲାଗି ରହିଛି ଝିପିଝିପି ବର୍ଷା।

ବାତ୍ୟାର ପ୍ରଭାବରେ ପାଗରେ ଏଭଳି ପରିବର୍ତ୍ତନ ଦେଖି ଲୋକଙ୍କ ମନରେ ଆଶଙ୍କା ବଢ଼ିଛି।

ବଦଳିଲା ପାଗ, ଅସ୍ତରଙ୍ଗରେ ଝିପିଝିପି ବର୍ଷା ବାତ୍ୟା ଅକ୍ୱାନ୍ ପ୍ରଭାବ, ଆରମ୍ଭ ହେଲା ବର୍ଷା ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ ପାଗରେ ପରିବର୍ତ୍ତନ ଦେଖି ଲୋକଙ୍କ ମନରେ ଆଶଙ୍କା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)