Crazy Over 90s Songs: ୯୦ ଦଶକର ଗୀତରେ ପାଗଳ Gen-Z

Nov 27, 2026 - 22:45
Crazy Over 90s Songs: ୯୦ ଦଶକର ଗୀତରେ ପାଗଳ Gen-Z

କିଛି ଗୀତ ଥାଏ ଯାହା ଶୁଣିଲେ ମନ ଆପେ ଆପେ ଅତୀତକୁ ଫେରିଯାଏ।

ମନେ ପଡ଼ିଯାଏ ପୁରୁଣା ଦିନ ପୁରୁଣା ସ୍ମୃତି ଆଉ କିଛି ଅଭୁଲା ମୁହୂର୍ତ୍ତ।

ସମୟ ବଦଳିଯାଏ।

ପିଢ଼ି ବଦଳିଯାଏ ହେଲେ ଏମିତି କିଛି ଗୀତର ଯାଦୁ କେବେ ବି ଫିକା ପଡ଼େନି।

ଠିକ ସେମିତି ଏକ ଗୀତ ହେଉଛି ୯୦ ଦଶକର ସୁପରହିଟ ଫିଲ୍ମ ମୋହରା ର ଏହି ଗୀତ।

ଦିନେ ଯେଉଁ ଗୀତର ଧୁନରେ ପୂରା ଯୁବପିଢ଼ି ଝୁମୁଥିଲା ଆଜି ସେହି ଗୀତରେ ମତୁଆଲା ହେଉଛନ୍ତି ଜେନଜି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)