Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ

Sep 09, 2026 - 23:42
Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ

"ଭଦ୍ରକ (ହରିହର ନାୟକ): ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିନିୟମ ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ଜିଲ୍ଲା କଂଗ୍ରେସ କମିଟିକୁ ରଦ୍ଦ କରାଯାଇ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନକ୍ରମେ ନୂତନ କମିଟି ଗଠନ କରାଯାଇଛି।

ନବନିଯୁକ୍ତ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଭାବେ ରଜନୀକାନ୍ତ ଚାନ୍ଦ, ଅଭିଷେକ ରାଉତ, ନିଶିକାନ୍ତ ନାୟକ, ଦେବବ୍ରତ ମହାନ୍ତି, ରମେଶ ଚନ୍ଦ୍ର ନାୟକ ମନୋନୀତ ହୋଇଥିବାବେଳେ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ବାରିକଙ୍କୁ ମନୋନୀତ କରାଯାଇଛି।

Advertisment ସେହିପରି ସାଧାରଣ ସଂପାଦକ ଭାବେ ନାରାୟଣ ଚନ୍ଦ୍ର ବେହେରା, ନିରଂଜନ ପଲେଇ, ସରୋଜ କୁମାର ରାଉଳ, ସଂଜୟ ମିଶ୍ର, ରାଜକିଶୋର ପଣ୍ଡା, ଏନାମୁଲ ହକ୍, ଗୟାଧର ସେଠୀ, ବଦ୍ରିନାଥ ନାୟକ, ଗଣେଶ ପ୍ରସାଦ ମଲିକ, ପ୍ରମିଳା ମାଝୀ, ନିରାକାର ଧଳ, ମହେଶ କୁମାର ମିଶ୍ର, ରଂଜନ କୁମାର ଜେନା ଉକ୍ତ କମିଟିରେ ସ୍ଥାନ ପାଇଛନ୍ତି।

ସଂପାଦକ ଭାବେ ଜଗନ୍ନାଥ ମିଶ୍ର, ଦିଲ୍ଲୀପ ପୁହାଣ, ପବିତ୍ର ପୃଷ୍ଟି, ରାଜେନ୍ଦ୍ର ଭଳ, ସର୍ବେଶ୍ୱର ବେହେରା, ମନୋଜ କୁମାର ମଲ୍ଲିକ, ସିଦ୍ଧାର୍ଥ ଜେନା, ସୁଶାନ୍ତ ପଲେଇ, ସୁଶାନ୍ତ ମହାକୁଡ଼, ନିତ୍ୟାନନ୍ଦ ବାରିକ, ଦେବଦତ ଜେନା, ପ୍ରଦୀପ୍ତ କିଶୋର ଦାସ, ଶ୍ରୀକାନ୍ତ ପଣ୍ଡା, ଗୁରୁପ୍ରସାଦ ଗିରି, ବିବେକାନନ୍ଦ ମଲିକ, ମହେଶ୍ବର ଦାସ, ମୀର ସାହାଳନ, ଦୀନବନ୍ଧୁ ଦାସ, ପଦ୍ମଲୋଚନ ବେହେରା, ଅଲେଖ ରାଉତ, ଶିଶିର ଦତ, ମନୋଳ ଭୂୟାଁ, ପ୍ରଫୁଲ୍ଲ ବାରିକ, ସେକ ଫୈଳାନ ଅଲ୍ଲୀ, ଚନ୍ଦନ ଦାସ, ସୁରେନ୍ଦ୍ର ଜେନା, ପ୍ରତାପ ସାମଲ, ଅକ୍ଷୟ ରାଉତ ମନୋନୀତ ହୋଇଛନ୍ତି।

କାର୍ଯ୍ୟକାରିଣୀ କମିଟିରେ ୨୫ଜଣ ସ୍ଥାନ ପାଇଛନ୍ତି।

ସେମାନେ ହେଲେ ନିରଂଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଅଶୋକ କୁମାର ଦାସ, ନବଜ୍ୟୋତି ପଟ୍ଟନାୟକ, ପଂଚାନନ ମଣ୍ଡଳ, ମୁରଲିଧର ଯେନା, ଅସିତ ପଟ୍ଟନାୟକ, ଅମିୟ ମହାପାତ୍ର, ଦେବରୂପ ମହାନ୍ତି, ଦିଗମ୍ବର ଦାସ, ନାରାୟଣ ଚନ୍ଦ୍ର ପାଢ଼ୀ, ଦେବେନ୍ଦ୍ର ମହାନ୍ତି, ଅବଦୁଲ ମୋକିତ୍ ଖାନ, ପିତବାସ ଧନ, ଗୋଲକ ଚନ୍ଦ୍ର ବେହେରା, ମନୋଜ ବିଶ୍ବାଳ, ଶର୍ମିଷ୍ଠା ପଣ୍ଡା, ହୃଦାନନ୍ଦ ସେଠୀ, ରାଜେନ୍ଦ୍ର ପ୍ରସାଦ ଜେନା, ସତ୍ୟନନ୍ଦ ରାଉତ, ଗୋଲମ ମଇଉଦ୍ଦିନ, ଆଶିଶ କୁମାର ମଲ୍ଲିକ, ପ୍ରଦ୍ୟୁମ୍ନ କୁମାର ଦାସ, ସତ୍ୟବାନ ଦାସ, ଜାନକୀ ମଲ୍ଲିକ।

ଲିପିକା ମାଝୀ ହେଲେ ନବରଂଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଉପରୋକ୍ତ ସଦସ୍ୟଙ୍କ ବ୍ୟତୀତ ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଏସସି ସେଲା ସଭାପତି ବିଦ୍ୟାଧର ଯେନାଙ୍କ ସମେତ ସମସ୍ତ ଛାମୁଆ ସଂଗଠନର ସଭାପତି ଓ ଚେଆରମ୍ୟାନ ମାନେ ଉକ୍ତ କମିଟିରେ ସ୍ଥାନ ପାଇଛନ୍ତି।

ଏହିକ୍ରମରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଆପଣମାନଙ୍କ ଉପରେ ଆସୁ ବିଶ୍ବାସ ପ୍ରକଟ କରି ଦଳ ଯେଉଁ ଗୁରୁଦାୟିତ୍ବ ଦେଇଛି ତାହାକୁ ନିଷ୍ଠା ଓ ଏକତାର ସହ ପାଳନ କରିବେ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)