CM Mohan Charan Majhi Visits Ganjam Ground Zero, Reviews Post-Cyclone Crop Damage
ଗଞ୍ଜାମରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଗଞ୍ଜାମବାସୀ କ୍ଷତିପୂରଣ ପାଇବେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାଷ ଜମି ବହୁତି କ୍ଷତି ହୋଇଛି, ଧାନ ଫସଲ ଉଜୁଡ଼ି ଯାଇଛି । କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ କ୍ଷତିପୂରଣ ମିଳିବ । ପୁରୁଷୋତ୍ତମପୁରର ହାଣ୍ଡିଘର ଓ ଛତ୍ରପୁରର ବଉଳ ଗାଁ ଯାଇ ସ୍ଥିତି ଦେଖିଲି । ଅର୍ଣ୍ଣବ ପ୍ରଭାବ ସଂପୂର୍ଣ୍ଣ ଯାଇ ନଥିବା ବେଳେ ଅକୱାନ କ୍ଷୟକ୍ଷତି କରି ଚାଲିଯାଇଛି । ୨ଟି ବାତ୍ୟାରେ ୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ । ତେବେ ଅକୱାନ ପ୍ରଭାବରେ କୌଣସି ଜୀବନହାନୀ ହୋଇନି।
#MohanCharanMajhi#Ganjam#CycloneDamage#OdishaNews#FarmersIssues#CropLoss#GroundZeroVisit#CMVisit_Ganjam#Baulagaon_Chhatrapur#Handighar_Purushottampur#OdishaTV#OTV
Odisha Chief Minister Mohan Charan Majhi visited cyclone-affected areas of Ganjam district to assess the damage and interact directly with residents. He first visited Handighar in Purushottampur block to review the situation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
