Chhadakhai Non Veg Market: ଛାଡ଼ଖାଇରେ ଆମିଷ ପ୍ରେମୀଙ୍କ ମଉଜ! ମାଛ, ମାଂସ ସାଙ୍ଗକୁ ରାଜସ୍ଥାନୀ ଛେଳିର ରହିଛି ଡିମାଣ୍ଡ
ସରିଛି ପବିତ୍ର କାର୍ତ୍ତିକ ମାସ, ଆଜି ଛାଡ଼ଖାଇ।
ମାସେ କାଳର ନିରାମିଷ ପରେ ଆଜି ଆମିଷ ପ୍ରେମୀଙ୍କ ପାଳି ।
ମାଛ, ମାଂସ, ଚିକେନ୍ ଓ କଙ୍କଡ଼ା ପାଇଁ ଚଳଚଞ୍ଚଳ ହୋଇଉଠିଛି ଆମିଷ ବଜାର।
Advertisment ଏଥର ରାଜଧାନୀରେ ବିଶେଷ ଚାହିଦା ରହିଛି ରାଜସ୍ଥାନୀ ଛେଳିର।
ଖାଲି ମାଛ ଓ ଚିକେନ୍ ନୁହେଁ, ଏମୁ, ଲବଷ୍ଟର, ଚାଇନା କୁକୁଡ଼ା ଓ କଡ଼କନାଥ ପାଇଁ ବି ରହିଛି ଗ୍ରାହକଙ୍କ ଆଗ୍ରହ।
ଛାଡ଼ଖାଇରେ ବେପାର ଜମିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
ବିଶେଷ କରି ଇନଫୋସିଟି ଅଞ୍ଚଳର ଏକ ଆମିଷ ବଜାରରେ ରାଜସ୍ଥାନୀ ଛେଳି କିଣିବାକୁ ଜମିଛି ଗ୍ରାହକଙ୍କ ଭିଡ଼ ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
