Bus Skids Off ରାସ୍ତାକଡ଼କୁ ଖସିଲା ବସ୍‌, ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

Sep 09, 2026 - 20:31
Bus Skids Off  ରାସ୍ତାକଡ଼କୁ ଖସିଲା ବସ୍‌, ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

"ପଟ୍ଟାମୁଣ୍ଡାଇ: ଆଜି (ବୁଧବାର) ଅପରାହ୍ନରେ ପଟ୍ଟାମୁଣ୍ଡାଇ -ରାଜନଗର ତଳ ବସ ରାସ୍ତାର ଠିକିରି ପୋଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

Advertisment Bus Accident: ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ ସୂଚନାନୁସାରେ, ବସ୍‌ (ଓଡି ୨୯ଏଫ୍‌ ୬୯୬୬) ଟି କଟକରୁ ରାଜନଗରର  ରଂଗଣି ଯାଉଥିଲା।

ବସ୍‌ରେ ୩୦ଜଣ ଯାତ୍ରୀ ବସିଥିଲେ।

ଷ୍ଟେରିଂ ଫେଲ୍‌ ହେବା ଯୋଗୁଁ ରାସ୍ତା କଡ଼କୁ ବସଟି ଖସି ଯାଇ ଏକ ଗଛକୁ ଧକ୍କା ଦେଇଥିଲା।

ଯାତ୍ରୀମାନଙ୍କ ମଧ୍ୟରୁ ୫ରୁ୭ଜଣ ସାମାନ୍ୟ ଆହତ ହୋଇଛନ୍ତି।

Fruit-shaped bus stop: ଫଳ ଆକୃତିର ବସ୍ ଷ୍ଟପ୍‌ ଗଛଯୋଗୁଁ ବସ୍‌ଟି  ପାଣି ଭରା ଖାଲ ଭିତରକୁ ଖସିନଥିଲା, ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।

ଖବର ପାଇ ଗ୍ରାମାଞ୍ଚଳ ଓ ଆଦର୍ଶ ଥାନା ପୋଲିସ ଅଧିକାରୀ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଘରକୁ ପଠାଇବାରେ ବ୍ୟବସ୍ଥା କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)