Black Magic Video Viral: ସୋସିଆଲ ମିଡିଆରେ ତନ୍ତ୍ରମନ୍ତ୍ର ଭିଡିଓ ଭାଇରାଲ୍, ଶେଷରେ ବନ୍ଧାହେଲେ ଭଣ୍ଡ ତାନ୍ତ୍ରିକ!

Nov 14, 2026 - 11:20
Black Magic Video Viral: ସୋସିଆଲ ମିଡିଆରେ ତନ୍ତ୍ରମନ୍ତ୍ର ଭିଡିଓ ଭାଇରାଲ୍, ଶେଷରେ ବନ୍ଧାହେଲେ ଭଣ୍ଡ ତାନ୍ତ୍ରିକ!

ଗୁଣିଗାରେଡି କରିବା ପଡିଲା ମହଙ୍ଗା।

ସୋସିଆଲ ମିଡିଆରେ ତନ୍ତ୍ରବିଦ୍ୟା ଭିଡିଓ ଛାଡି ବନ୍ଧାହେଲେ ନିଜକୁ ତାନ୍ତ୍ରିକ କହୁଥିବା ଯୁବକ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡ଼ି.

ସିଙ୍ଗିପୁର ଗାଁର କ୍ରିଷ୍ଣା କୁମାର ମୁନି ଗିରଫ ହୋଇଛନ୍ତି।

Advertisment ତନ୍ତ୍ରମନ୍ତ୍ର କରି ମହିଳାଙ୍କ ଦେହରୁ ଭୂତ ଛଡ଼ାଉଥିବା ଦାବି କରୁଥିଲେ ତାନ୍ତ୍ରିକ।

ପ୍ରାୟ ୫ ବର୍ଷ ଧରି ଗାଁରେ ଏକ କୁଡ଼ିଆ ଘର କରି ତନ୍ତ୍ର ସାଧନା କରୁଥିଲେ।

ଯୁବତୀଙ୍କ ଝାଡ଼ଫୁଙ୍କା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶରେ ଗିରଫ କରିଛି ପୋଲିସ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)