Another Tragedy for Pitabas Panda’s Family: ଆଖି ବୁଜିଲେ ପୀତବାସ ପଣ୍ଡାଙ୍କ ସାନଭାଇ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

Nov 24, 2026 - 11:17
Another Tragedy for Pitabas Panda’s Family: ଆଖି ବୁଜିଲେ ପୀତବାସ ପଣ୍ଡାଙ୍କ ସାନଭାଇ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଦିବଙ୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରରେ ପୁଣି ଶୋକର ଛାୟା।

ଆଇନଜୀବୀ ପୀତବାସ ପଣ୍ଡାଙ୍କ ସାନଭାଇଙ୍କ ପରଲୋକ।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ଘଟିଛି।

ମାସେ ଧରି ଚିକିତ୍ସା ପରେ ଆଖି ବୁଜିଲେ ପୂର୍ଣ୍ଣଚନ୍ଦ୍ର ପଣ୍ଡା।

ଭାଇ ପୀତବାସ ହତ୍ୟା ମାମଲାରେ ଆଇନ୍ ଲଢ଼େଇ ଲଢୁଥିଲେ ପୂର୍ଣ୍ଣଚନ୍ଦ୍ର।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)