Bank Robbery: କିରେଇ ବ୍ଯାଙ୍କ ଡକାୟତି ମାମଲାର ରୋଚକ ଚିତ୍ର

Sep 08, 2026 - 14:47
Bank Robbery: କିରେଇ ବ୍ଯାଙ୍କ ଡକାୟତି ମାମଲାର ରୋଚକ ଚିତ୍ର

"ସୁନ୍ଦରଗଡ଼: ସାଇକଲରେ ଆସିଲା ବ୍ୟାଙ୍କ ଡକାୟତି କରି ଫେରାର ମାରିଲା।

ସିସିଟିଭିରେ କଏଦ ହୋଇଥିବା ଭିଡିଓ ରୁ ଏହି ଚିତ୍ରଟି ଆସିଛି।

ଗତକାଲି ସମୟ ୩.୧୫ ମିନିଟ ଆଜିକା ଦିନର ଗିଅର ସାଇକେଲ ନେଇ ମୁହଁରେ କଳା ମୁଖା ପିନ୍ଧି ସୁନ୍ଦରଗଡ଼ ସଦର ଥାନା କିରେଇ ରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପଶିଥିଲା ଏହି ଲୁଟେରା ।

Advertisment ଡକାୟତି ପରେ ସାଇକଲରେ ବିନ୍ଦାସ ବୁଲିଲା  ଆଉ ବନ୍ଧୁକ ମୁନରେ ଅଢେଇ ଲକ୍ଷ ଟଙ୍କା ନେଇ ଫେରାର ମାରିଲା ।

ଆଉ ଏବେ ମଧ୍ୟ ପୁଲିସର ହାତ ଖାଲି ରହିଛି ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଡକାୟତି ପରେ  ସାଇକଲରେ ବିନ୍ଦାସ ବୁଲିଛି ବ୍ୟାଙ୍କ ଲୁଟେରା ।

ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମନ୍ୱୟ ରକ୍ଷା କରାଯିବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)