Balen Shah: ତୁମେ ଆମର ପ୍ରକୃତ ବନ୍ଧୁ

Sep 05, 2026 - 17:27
Balen Shah: ତୁମେ ଆମର ପ୍ରକୃତ ବନ୍ଧୁ

"ନେପାଳରେ ପ୍ରଳୟଙ୍କରୀ ବନ୍ୟା।

ଚାରିଆଡ଼େ ଧ୍ୱଂସର ଚିତ୍ର।

ବନ୍ୟାରେ ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଏବେବି ଜାରି ରହିଛି।

ଏଭଳି ଭୟଙ୍କର ବିପର୍ଯ୍ୟୟ ସମୟରେ ନେପାଳକୁ ସହାୟତା ଯୋଗାଇଥିବାରୁ ଭାରତ ଏବଂ ଚୀନ୍‌କୁ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ଧନ୍ୟବାଦ ଜଣାଇଛନ୍ତି।

ସଂସଦରେ ନିଜ ବକ୍ତବ୍ୟ ରଖି ଶାହ କହିଛନ୍ତି ଏଭଳି ବଡ଼ ବିପର୍ଯ୍ୟୟ ସମୟରେ ଅନ୍ତର୍ଜାତୀୟ ସହାୟତାକୁ ପ୍ରତ୍ୟାଖ୍ୟାନ କରିବାର ପ୍ରଶ୍ନ ହିଁ ଉଠୁନାହିଁ।

ନେପାଳ ସରକାର ବିଭିନ୍ନ ଦେଶ ସହ ସମନ୍ୱୟ ରଖି ସମୟୋଚିତ ସହାୟତା ପହଞ୍ଚାଇବାକୁ ପ୍ରୟାସ କରିଥିବା ମଧ୍ୟ କହିଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)