Awareness: ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

Nov 02, 2026 - 21:09
Awareness: ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ବର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ପିପିଲି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି।

ଏହି ଅବସରରେ ୱାକାଥନ୍‌ ଆୟୋଜନ କରାଯାଇଥିଲା।

ଏଥିରେ ଆଞ୍ଚଳିକ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ଏହି ଅଭିଯାନରେ ବିଏମ୍‌ସି, ସାକ୍ଷୀଗୋପାଳ, ଅଳରପୁର ଓ ପିପିଲି ଶାଖା ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।

Advertisment ଆହୁରି ପଢନ୍ତୁ : ନୀତା ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: ୧୦୦ ଏକର ଜମିରେ ନିର୍ମାଣ ହେବ 'ଅନନ୍ତ ଆଶ୍ରୟ' ସାକ୍ଷୀଗୋପାଳ ଶାଖା ପକ୍ଷରୁ ଜୁଏଲ୍ ଆପ୍ରେଜର୍ ଓ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା।

ବାଲଙ୍ଗା ଶାଖା ପକ୍ଷରୁ ଏହି ଅବସରରେ ଗ୍ରାହକ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅଭିଯାନ ମାଧ୍ୟମରେ କର୍ମଚାରୀ, ଗ୍ରାହକ ଓ ସମାଜର ସମସ୍ତ ବର୍ଗଙ୍କୁ ଦୁର୍ନୀତି ବିରୋଧରେ ଏକଜୁଟ ହେବା ସହ ସଚ୍ଚୋଟତାକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦିଆଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)