8 Trains Cancelled ନଭେମ୍ବର ୩ ଓ ୪ରେ ୮ଟି ଟ୍ରେନ୍‌ ବାତିଲ୍‌

Nov 02, 2026 - 21:09
8 Trains Cancelled ନଭେମ୍ବର ୩ ଓ ୪ରେ ୮ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ଚକ୍ରଧରପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଦୃଷ୍ଟିରୁ କେତେକ ଟ୍ରେନ୍‌ ସେବା ବାତିଲ ହୋଇଛି।

ହାୱଡା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍(୨୨୮୬୧) ୩ ତାରିଖରେ ବାତିଲ ହେବାକୁ ଥିବା ବେଳେ କଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍(୨୨୮୬୨) ନଭେମ୍ବର ୪, ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍(୧୮୧୦୭) ନଭେମ୍ବର ୩ ଓ ଜଗଦଲପୁର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍(୧୮୧୦୮) ୪ ତାରିଖରେ ବାତିଲ୍‌ ରହିବ।

Advertisment Train Cancellation: ଦିଲ୍ଲୀରେ ସିଜେପି ଆନ୍ଦୋଳନ ପାଇଁ ୭୫ଟି ଟ୍ରେନ୍‌ ବାତିଲ ରାଉରକେଲା- ପୁରୀ -ରାଉରକେଲା ଏକ୍ସପ୍ରେସ୍(୧୮୧୨୫/୧୮୧୨୬) ଓ ରାଉରକେଲା-ଭୁବନେଶ୍ୱର-ରାଉରକେଲା(୨୨୮୩୯/୨୨୮୪୦) ଇଣ୍ଟରସିଟି ଏକ୍ସପ୍ରେସ୍ ନଭେମ୍ବର ୩ ତାରିଖରେ ବାତିଲ୍ ରହିବ।

ଯାତ୍ରୀମାନେ ଏହି ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)