Attack: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ

Oct 30, 2026 - 14:28
Attack: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରା ମାଡ | ରାସାୟନିକ ବିଜ୍ଞାନ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରା ମାଡ ହୋଇଛି | ଆହତ ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି | Advertisment ଆହୁରି ପଢନ୍ତୁ: Karwa Chauth: ୩୫ ହଜାର ଫୁଟ୍ ଉଚ୍ଚରେ ପରିଣୀତି-ରାଘବ ପାଳିଲେ କରୱା ଚୌଥ ମିଳିଥିବା ସୂଚନା ମୁତାବକ ରାସାୟନିକ ବିଜ୍ଞାନ ବିଭାଗକୁ ପଶି ଜଣେ ଅବସରପ୍ରାପ୍ତ ସୁଇପର ଛୁରା ମାଡ କରିଥିଲେ | ଛୁରାମାଡର କାରଣ ଜଣା ପଡି ନାହିଁ | ବୁର୍ଲା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଅଟକ ରଖିଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)