Arrested : କୋର୍ଟଙ୍କ ଏନବିଡବ୍ଲୁ ଜାରି, ଅଭିଯୁକ୍ତ ଗିରଫ

Aug 26, 2026 - 10:53
Arrested : କୋର୍ଟଙ୍କ ଏନବିଡବ୍ଲୁ ଜାରି, ଅଭିଯୁକ୍ତ ଗିରଫ

"ସୁନ୍ଦରଗଡ଼: ଆଜି  ଜାମିନ ବିହୀନ ଗିରଫପରୱାନା ଜାରି ହୋଇଥିବା ଜଣେ ଅଭିଯୁକ୍ତକୁ ସଦର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ଜଣକ ହେଲେ ଶୁଭମ ତ୍ରିପାଠୀ (୨୬)।

ସଦର ଥାନା ଅଞ୍ଚଳର ଏହି ଯୁବକ ୨୦୨୫ରେ ସଂଘଟିତ ଏକ ମାମଲାର ଅଭିଯୁକ୍ତ ଥିଲେ।Advertisment ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଜାମିନରେ ଆସିବା ପରେ ସେ ଫେରାର ହୋଇଯାଇଥିଲେ।

ଏହାପରେ କୋର୍ଟ ତା ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

Suspended: କୋମନା ତହସିଲରେ ଜମି ଜାଲିଆତି ଘଟଣା: ତହସିଲଦାର ଓ ସହକାରୀ ରାଜସ୍ବ ନିରୀକ୍ଷକ ନିଲମ୍ବିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)