Hospital Fire: ପାକିସ୍ତାନର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଗିଳିଦେଲା ୧୫ ନବଜାତ ଶିଶୁ

Aug 26, 2026 - 10:53
Hospital Fire: ପାକିସ୍ତାନର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଗିଳିଦେଲା ୧୫ ନବଜାତ ଶିଶୁ

"ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ପିଆଇଏମଏସ୍‌)ରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

Advertisment ଜଣେ ଶିଶୁ ଉଦ୍ଧାର ଘଟଣା ସମୟରେ ୱାର୍ଡରେ ୧୬ ଜଣ ଶିଶୁ ଥିବା ବେଳେ ଡାକ୍ତରମାନେ ଜଣେ ଶିଶୁଙ୍କୁ ଉଦ୍ଧାର କରିପାରିଥିଲେ।

Trump Visa Policy: ଆମେରିକା ଯିବା ସ୍ବପ୍ନକୁ ବଡ଼ ଝଟକା: ଭିସା ସାକ୍ଷାତକାର ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋକ ଲଗାଇଲେ ଟ୍ରମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)