Ambulance Accident: ଭଦ୍ରକରେ ଆମ୍ବୁଲାନ୍ସ ଦୁର୍ଘଟଣା: ୨ ମୃତ

Oct 19, 2026 - 08:35
Ambulance Accident: ଭଦ୍ରକରେ ଆମ୍ବୁଲାନ୍ସ ଦୁର୍ଘଟଣା: ୨ ମୃତ

"ଭଦ୍ରକ: ଭଦ୍ରକରେ ଆଜି ସକାଳେ ଏକ ମର୍ମନ୍ତୁଦ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିଛି।

ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ତ୍ରିଶୁଳପୁର ଛକରେ ଉକ୍ତ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆମ୍ବୁଲାନ୍ସ ବାଲେଶ୍ବରରୁ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Advertisment Encounter: ଜଙ୍ଗଲ ଭିତରେ ଏନକାଉଣ୍ଟର: ଡାକ୍ତରଖାନାରେ ଭର୍ତ୍ତି ହେଲା କୁଖ୍ୟାତ ଅପରାଧୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)