Age: ବୟସ ଏକ ସଂଖ୍ୟା ମାତ୍ର!

Aug 29, 2026 - 06:20
Age: ବୟସ ଏକ ସଂଖ୍ୟା ମାତ୍ର!

"ପ୍ରେମ ଦେଖେନା ବୟସ।

ଅନେକ ଭାରତୀୟ ସେଲିବ୍ରିଟି ଖୁବ୍‌ ଅଧିକ ବୟସ ତାରତମ୍ୟରେ ଜୀବନସାଥୀ ବାଛି ଏହା ପ୍ରମାଣ କରିଛନ୍ତି।

ଏଭଳି ଏକ ଦମ୍ପତି ହେଉଛନ୍ତି ସୈଫ୍‌ ଅଲୀ ଖାନ୍‌ ଓ କରୀନା କପୁର।

ଦୁହିଁଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ତାରତମ୍ୟ।

ସୈଫ୍‌ଙ୍କ ବୟସ ୫୬ ବର୍ଷ ହୋଇଥିବା ବେଳେ କରୀନାଙ୍କୁ ୪୬।

ସେହିପରି ଏବେକା ପିଢ଼ିର ସବୁଠାରୁ ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ମଧ୍ୟରେ ବୟସ ତାରତମ୍ୟ ୧୦ ବର୍ଷ।

ରଣବୀରଙ୍କୁ ବର୍ତ୍ତମାନ ୪୩ ବର୍ଷ ହୋଇଥିବା ବେଳେ ଆଲିଆଙ୍କୁ ୩୩।Advertisment Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସଙ୍କ ମଧ୍ୟରେ ମଧ୍ୟ ପ୍ରାୟ ୧୦ ବର୍ଷର ବୟସ ତାରତମ୍ୟ।

ତେବେ, ଏମାନଙ୍କ କ୍ଷେତ୍ରରେ ବର ଅପେକ୍ଷା କନ୍ୟା ବଡ଼।

ପିସିଙ୍କୁ ୪୩ ବର୍ଷ ବୟସ ହୋଇଥିବା ବେଳେ ନିକ୍‌ଙ୍କୁ ୩୩ ବର୍ଷ।

ଶାହିଦ କପୁର ଓ ମୀରା ରାଜପୁତଙ୍କ ମଧ୍ୟରେ ୧୪ ବର୍ଷର ତାରତମ୍ୟ ଥିବାବେଳେ ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କ ମଧ୍ୟରେ ପ୍ରାୟ ୧୯ ବର୍ଷର ବ୍ୟବଧାନ ରହିଛି।

ଅନୁରାଗ କଶ୍ୟପ ଓ ଶୁଭ୍ରା ଶେଟ୍ଟୀଙ୍କ ମଧ୍ୟରେ ପ୍ରାୟ ୨୦ ବର୍ଷର ତାରତମ୍ୟ ରହିଛି।

ଆମିର ଖାନ୍‌ ଗୌରୀ ସ୍ପ୍ରାଟଙ୍କ ଠାରୁ ୧୩ ବର୍ଷ ବଡ଼।

Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ ସେହିପରି ମଡେଲ୍‌ ଦମ୍ପତି ମିଲିନ୍ଦ ସୋମନ ଓ ଅଙ୍କିତା କନୱାରଙ୍କ ମଧ୍ୟରେ ବୟସ ବ୍ୟବଧାନ ପ୍ରାୟ ୨୬ ବର୍ଷ।

ବୟସର ବଡ଼ ତାରତମ୍ୟ ସତ୍ତ୍ୱେ ଏହି ଦମ୍ପତିମାନେ ନିଜ ନିଜ ଭାବରେ ସମ୍ପର୍କକୁ ଆଗକୁ ନେଇଛନ୍ତି ଏବଂ ପ୍ରମାଣ କରିଛନ୍ତି ଯେ ପ୍ରେମ ଆଗରେ ବୟସ ଏକ ସଂଖ୍ୟା ମାତ୍ର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)