Accident: ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ, ୨ ଗୁରୁତର

Aug 29, 2026 - 21:28
Accident: ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ, ୨ ଗୁରୁତର

"ଚମ୍ପୁଆ (ପରମାନନ୍ଦ ମହାନ୍ତ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ ମିରିଗିସିଙ୍ଗା ଅଞ୍ଚଳରେ ଆଜି ୨ଟି ବାଇକ୍‌ ମୁହାଁମୁହିଁ ହୋଇଛି।

ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ୨ଜଣ ଗୁରୁତର ଅଛନ୍ତି।

ମୃତକମାନେ ହେଲେ ରାଜେଶ ମୁଣ୍ଡା ଏବଂ ମଙ୍ଗଳପୁର ଅଞ୍ଚଳର ସୁବାସ ଗିରି ।

Advertisment ଆଜି ସନ୍ଧ୍ୟା ବେଳେ ମଙ୍ଗଳପୁର ଗାଁର ସୁବାସ ଗିରି ଓ ରଇବୁ ମୁଣ୍ଡା ଚିମିଳା ଗାଁରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କାହ୍ନୁ ସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ସୁବାସ ଗିରିଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣ କୁ ଚମ୍ପୁଆ ଡାକ୍ତର ଖାନା ଅଣାଯାଇଥିଲା।

ଏଠାରେ ରାଜେଶ ଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ  ଚମ୍ପୁଆ ପୁଲିସର ଡାକ୍ତର ଖାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Parliamentary Panel Meeting: ଜୁଲାଇ ୨୦ ଆନ୍ଦୋଳନକୁ ନେଇ ବିଜେପି-କଂଗ୍ରେସ ସାଂସଦ ମୁହାଁମୁହିଁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)