3.72 Lakh People Evacuated: ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ତା'ପରେ ଧୀରେ ଧୀରେ ସ୍ୱାଭାବିକ ହେବ ସ୍ଥିତି

Nov 20, 2026 - 15:52
3.72 Lakh People Evacuated: ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ତା'ପରେ ଧୀରେ ଧୀରେ ସ୍ୱାଭାବିକ ହେବ ସ୍ଥିତି

ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ।

୨୪ ଘଣ୍ଟା ପରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବ।

କୌଣସି ସ୍ଥାନରେ ସ୍ଥିତି ଗମ୍ଭୀର ହୋଇନି।

କିଛି କିଛି ସ୍ଥାନରୁ ଭୂସ୍ଖଳନ ରିପୋର୍ଟ ଆସିଛି।

ଅଗ୍ନିଶମ, NDRF, ଓଡ୍ରାଫ ଟିମ୍ ତୁରନ୍ତ ସମସ୍ୟା ଦୂର କରିଛନ୍ତି।

Advertisment ବାତ୍ୟା ପାଇଁ ୨୫୩ ବ୍ଲକ/ପୌରାଞ୍ଚଳ ଚିହ୍ନଟ କରାଯାଇଥିଲା।

୨୦ ଜିଲ୍ଲାର ୬ହଜାର ୨୦୧ଟି ସ୍ଥାନ ସବୁଠୁ ଅଧିକ ପ୍ରଭାବିତ ଭାବେ ଚିହ୍ନଟ ହୋଇଥିଲା।

ବାତ୍ୟା ଲାଗି ମୋଟ ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି।

ସ୍ଥିତି ଗମ୍ଭୀର ହେଲା ଭଳି କୌଣସି ରିପୋର୍ଟ ହସ୍ତଗତ ହୋଇନି।

ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ହେବ ଏବଂ ଅର୍ଣ୍ଣବ ଭଳି ସମାନ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ ବାତ୍ୟା ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରେସମିଟ୍ ୨୪ ଘଣ୍ଟା ପରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବ କୌଣସି ସ୍ଥାନରେ ସ୍ଥିତି ଗମ୍ଭୀର ହୋଇନି କିଛି କିଛି ସ୍ଥାନରୁ ଭୂସ୍ଖଳନ ରିପୋର୍ଟ ଆସିଛି ଅଗ୍ନିଶମ, NDRF, ଓଡ୍ରାଫ ଟିମ୍ ତୁରନ୍ତ ସମସ୍ୟା ଦୂର କରିଛନ୍ତି ୧୫/ ୨୦ ସ୍ଥାନରେ ଗଛ, ଡାଳ ପଡ଼ିଥିଲା; ତୁରନ୍ତ ହଟାଯାଇଛି ବାତ୍ୟା ପାଇଁ ୨୫୩ ବ୍ଲକ/ପୌରାଞ୍ଚଳ ଚିହ୍ନଟ କରିଥିଲୁ ୨୦ ଜିଲ୍ଲାର ୬୨୦୧ଟି ସ୍ଥାନ ସବୁଠୁ ଅଧିକ ପ୍ରଭାବିତ ଭାବେ ଚିହ୍ନଟ କରିଥିଲୁ ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ ୩୦୨୮ ଆଶ୍ରୟ ସ୍ଥଳ କାର୍ଯ୍ଯକ୍ଷମ, ୧୪୫୨ ଶିଶୁ ଜନ୍ମଗ୍ରହଣ ସ୍ଥିତି ଗମ୍ଭୀର ହେଲା ଭଳି କୌଣସି ରିପୋର୍ଟ ହସ୍ତଗତ ହୋଇନି ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ହେବ- ରାଜସ୍ବ ମନ୍ତ୍ରୀ ଅର୍ଣ୍ଣବ ଭଳି ସମାନ ଆଧାରରେ କ୍ଷତିପୂରଣ ଦିଆଯିବ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)