୧୨.୭.୨୦୨୬ ରବିବାର

Jul 12, 2026 - 07:19
୧୨.୭.୨୦୨୬  ରବିବାର

 

 

ମେଷ: ଶୁଭ ଖବର, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାତ୍ରା ସଫଳ, ଶାରୀରିକ ସୁସ୍ଥ, ବିବାଦ ସମାଧାନ, ସ୍ବଜନ ବିରୋଧ, ଶତ୍ରୁ ସମସ୍ୟା, ଗୃହେ ଶୁଭ ଆଲୋଚନାଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

ବୃଷ: ସମ୍ମାନ ଲାଭ, ବନ୍ଧୁ ଲାଭ, ସ୍ବାସ୍ଥ୍ୟ ଲାଭ, ଦେବକାର୍ଯ୍ୟରେ ସନ୍ତୁଷ୍ଟି, ନୂତନ କର୍ମାରମ୍ଭ, ପାରିବାରିକ ଖୁସି, ବନ୍ଧୁଗୃହେ ଯାତ୍ରା, ଉତ୍ସବ ସଫଳକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ

ମିଥୁନ: କର୍ମକ୍ଷେତ୍ରରେ ବିବାଦ, ଗୃହେ ସହଯୋଗ, ଶାରୀରିକ ସୁସ୍ଥ, ମାନସିକ କଷ୍ଟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ଅଯଥା କଳହ, ବିଶିଷ୍ଟ କାର୍ଯ୍ୟରେ ଲାଭମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ବିଷ୍ଣୁ ଭଗବାନ

କର୍କଟ: ବନ୍ଧୁମିଳନ, ଖୁସି ଖବର, େଦବଦର୍ଶନ, ବିବାଦ ସମାଧାନ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ, ବିଦ୍ୟାରେ ସଫଳତା, ପାରିବାରିକ ଖୁସି, ସ୍ବାସ୍ଥ୍ୟ ଲାଭପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-, ଆରାଧନା- ମାଭଗବତୀ

ସିଂହ: ଶତ୍ରୁ ସମସ୍ୟା, ଶୁଭ ଖବର, େଲାକସମ୍ପର୍କ ବୃଦ୍ଧ଄, ବନ୍ଧୁ ବିରୋଧ, ଆଶାରେ କଷ୍ଟ, ଦେବ ଦର୍ଶନ, ଦାମ୍ପତ୍ୟ ଖୁସି, ବ୍ୟବସାୟରେ କଷ୍ଟ, ଶାରୀରିକ ସୁସ୍ଥମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାଗୌରୀ

କନ୍ୟା: ସମ୍ମାନ ବୃଦ୍ଧ଄, ଅର୍ଥ ଲାଭ, ଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ବନ୍ଧୁ ଲାଭ, ଶୁଭ ଖବର, ଶାରୀରିକ ସୁସ୍ଥ, ସନ୍ତାନ ଲାଭ, ମିଷ୍ଟାନ୍ନ ପ୍ରାପ୍ତି, ଗାଡ଼ି ଚାଳନାରେ ସାବଧାନଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା- ମାମଙ୍ଗଳା

ତୁଳା: ଭୟ ଓ ଅାଶଙ୍କା, ଦାମ୍ପତ୍ୟ କଳହ, ଶାରୀରିକ କଷ୍ଟ, ଦେବଦର୍ଶନ, ଯାତ୍ରାରେ କଷ୍ଟ, ସ୍ବାଦିଷ୍ଟ େଭାଜନ, ବ୍ୟକ୍ତି ସାହାଯ୍ୟ, ଅର୍ଥ ଚିନ୍ତା, ବନ୍ଧୁ ଲାଭ, ନୂତନ କର୍ମ ଆରମ୍ଭଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- ପ୍ରଭୁ ନୃସିଂହ

ବିଛା: ଲୋକସମ୍ପର୍କ ବୃଦ୍ଧ଄, ଯାତ୍ରା ସଫଳ, ପାରିବାରିକ ସୁଖ, ବ୍ୟବସାୟରେ ଲାଭ, ସମ୍ପତ୍ତି ଲାଭ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ସନ୍ତାନ ଲାଭଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ବିଷ୍ଣୁ ଭଗବାନ

ଧନୁ: ଅର୍ଥ ଲାଭ, ବିବାଦ ସମାଧାନ, ଦେବଭକ୍ତି, ବ୍ୟକ୍ତି ସହାୟତା, ଶତ୍ରୁ ପରାଜିତ, କର୍ମକ୍ଷେତ୍ରରେ ସଫଳ, ବ୍ୟବସାୟିକ ଲାଭ, ଶାରୀରିକ ସୁସ୍ଥ, ସମ୍ପତ୍ତି ଲାଭ, ସନ୍ତାନ ସମସ୍ୟାମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ରାଧାବଲ୍ଲଭ

ମକର: ଶାରୀରିକ ଅସୁସ୍ଥ, ଦେବ କାର୍ଯ୍ୟ ପ୍ରତି ଆଗ୍ରହ, ଗୃହେ ଉତ୍ସବ, ବିବାଦ ସମାଧାନ, ଦାମ୍ପତ୍ୟ ଖୁସି, ମନରେ ସ୍ଥରତା, ବାଣିଜ୍ୟରେ ଲାଭଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

କୁମ୍ଭ: ଅଯଥା ଅଶାନ୍ତି, ଶାରୀରିକ କଷ୍ଟ, ଶୁଭ ଆଲୋଚନା, ଗୃହେ ଉତ୍ସବ, ଦୂର ଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧ, ଦାମ୍ପତ୍ୟ ଖୁସି, ସନ୍ତାନ ଚିନ୍ତା।  ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ମୀନ: ଆଶା ସଫଳ, ବ୍ୟବସାୟରେ ଲାଭ, ନୂତନ ସମ୍ପର୍କ, ପାରିବାରିକ ଖୁସି, ଦୂର ଯାତ୍ରା, ଦେବ ଦର୍ଶନ, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତାଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ମାବିମଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।