ଋଷରେ ଭୟଙ୍କର ବିମାନ ଦୁର୍ଘଟଣା, ୧୯ ମୃତ!
ନନ୍ଦିଘୋଷ ବ୍ୟୁରୋ: ଋଷ ସେନା ବିମାନ କ୍ରାସ୍। An-12 ପରିବହନ ବିମାନ କ୍ରାସ୍ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ୟାଗୁନୋବୋର ଏକ ଶୂନଶାନ ଅଞ୍ଚଳରେ ବିମାନଟି ଖସିପଡ଼ିଥିଲା। ମସ୍କୋଠାରୁ ୩ ହଜାର କିଲୋମିଟର ଦୂରରେ ଦୁର୍ଘଟଣା ଘଟିଛି। ଖବର ଅପଡ଼େଟ କରାଯାଉଛି…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
