୨୬.୭.୨୦୨୬ ରବିବାର

Jul 26, 2026 - 07:29
୨୬.୭.୨୦୨୬  ରବିବାର

 

ମେଷ: କାର୍ଯ୍ୟରେ ଅଶାନ୍ତି, ଶାରୀରିକ ଅସୁସ୍ଥ, ହେବା କାର୍ଯ୍ୟରେ ବିଳମ୍ବ, ବନ୍ଧୁ କଳହ, ସ୍ବଜନ ବିରୋଧ, ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-, ଆରାଧନା- ମାମଙ୍ଗଳା

ବୃଷ: ଆକସ୍ମିକ ଧନଲାଭ, ମାନସିକ ଶାନ୍ତି, ଦେବଦର୍ଶନ, ଉତ୍ସବକୁ ନେଇ ଶୁଭ ଆଲୋଚନା, ଶରୀର ସୁସ୍ଥ, ସୁମିଷ୍ଠ ଭୋଜନ, ପାରିବାରିକ ଶାନ୍ତିରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାଭଗବତୀ

ମିଥୁନ: ନୂତନ ଖବର, ଶୁଭ ଆଲୋଚନା, ବନ୍ଧୁ ବିରୋଧ, ଲୋକସମ୍ପର୍କ ବୃଦ୍ଧ଄, ଦ୍ରବ୍ୟ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାତ୍ରାରେ ସତର୍କଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

କର୍କଟ: ଦ୍ରବ୍ୟ ଲାଭ, ଶୁଭ ଖବର, ଦାମ୍ପତ୍ୟ ଖୁସି, ମାନସିକ ଶାନ୍ତି, ବିଦ୍ୟାରେ ସଫଳତା, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ନୂତନ ବାଣିଜ୍ୟ ଆରମ୍ଭପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗିଣି, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ସିଂହ: ସନ୍ତାନ ଚିନ୍ତା, ନୂତନ କର୍ମନିଯୁକ୍ତି, ମାନସିକ ଶାନ୍ତି, ନୂତନ ବନ୍ଧୁଲାଭ, ଦୂର ଯାତ୍ରା, ସମ୍ପତ୍ତି ବିବାଦ, କିଛି କାର୍ଯ୍ୟରେ ବିରୋଧମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା-ସୂର୍ଯ୍ୟ ନାରାୟଣ

କନ୍ୟା: ଅପବାଦ, ଦେବକାର୍ଯ୍ୟରେ ବିରୋଧ, ବ୍ୟବସାୟିକ କଷ୍ଟ, ବନ୍ଧୁ ସାହାଯ୍ୟ, ସୁମିଷ୍ଠ େଭାଜନ, ସମ୍ମାନ ହାନି, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳ, ଯାତ୍ରା ଶୁଭହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା- ମାକାଳୀ

ତୁଳା: ନୂତନ ବନ୍ଧୁ ଲାଭ, ଶୁଭ ଖବର, ବିବାଦ ସମାଧାନ, ଦାମ୍ପତ୍ୟ କଳହ, ଦୂରଯାତ୍ରା ସଫଳ, ପାରିବାରିକ ଶାନ୍ତି, ଶାରୀରିକ ସୁସ୍ଥ, ଅର୍ଥ ଲାଭ, ସମ୍ପତ୍ତି ଖୁସିସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ବିଛା: ଆୟ ଉତ୍ତମ, ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ, ଦ୍ରବ୍ୟ  ଲାଭ, ଭୂସମ୍ପତ୍ତି ଲାଭ, ସନ୍ତାନ ଖୁସି, ନୂତନ ଖବର, ମାନସିକ ଶାନ୍ତି, ଭ୍ରମଣ ବାଧା, ଆଶା ସଫଳ, ବନ୍ଧୁ ସାହାଯ୍ୟଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ବିଷ୍ଣୁ ଭଗବାନ

ଧନୁ: ଯାତ୍ରା ଶୁଭ, ଶୁଭ ଆଲୋଚନା, ବିଶିଷ୍ଟ କାର୍ଯ୍ୟରେ ଲାଭ, ବନ୍ଧୁ ସହଯୋଗ, ବିବାଦ ସମାଧାନ, ଦ୍ରବ୍ୟ ଲାଭ, ଅର୍ଥ ଲାଭ, ଆଶୀର୍ବାଦ ପ୍ରାପ୍ତିମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ

ମକର: କିଛି କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ଶୁଭ, େଦବଦର୍ଶନ, ଦୂରଯାତ୍ରାରେ କଷ୍ଟ, ଦ୍ରବ୍ୟ ନଷ୍ଟ, ବନ୍ଧୁ ସାହାଯ୍ୟ, ବିଦ୍ୟାରେ ସଫଳତା, ନୂତନ ଆଶା ସଫଳ, ଧନ ଲାଭଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

କୁମ୍ଭ: ଅର୍ଥ ଲାଭ, ଦୂର ଯାତ୍ରା ସଫଳ, ସମ୍ମାନ ପ୍ରାପ୍ତି, ଗୃହେ ଉତ୍ସବ, ପାରିବାରିକ ଶାନ୍ତି, ଲୋକସମ୍ପର୍କରେ ଉନ୍ନତି, ବନ୍ଧୁ କଳହ, ଶାରୀରିକ ସୁସ୍ଥ।  ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ପ୍ରଭୁ ଶଙ୍କର

ମୀନ: ମାନସିକ ଶାନ୍ତି, ଦୂର ଯାତ୍ରା, ସ୍ବାଦିଷ୍ଟ େଭାଜନ, ନୂତନ କର୍ମ ଲାଭ, ଶୁଭ ଖବର, ସ୍ବଜନ କଳହ, ଶାରୀରିକ ସୁସ୍ଥ, ଗୃହେ ସାହାଯ୍ୟ, ଦ୍ରବ୍ୟ ଲାଭ, ଆଶା ସଫଳଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାଗୌରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।