୧୨.୭.୨୦୨୬ ରବିବାର
ମେଷ: ଶୁଭ ଖବର, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାତ୍ରା ସଫଳ, ଶାରୀରିକ ସୁସ୍ଥ, ବିବାଦ ସମାଧାନ, ସ୍ବଜନ ବିରୋଧ, ଶତ୍ରୁ ସମସ୍ୟା, ଗୃହେ ଶୁଭ ଆଲୋଚନା। ଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ପ୍ରଭୁ ହନୁମାନ
ବୃଷ: ସମ୍ମାନ ଲାଭ, ବନ୍ଧୁ ଲାଭ, ସ୍ବାସ୍ଥ୍ୟ ଲାଭ, ଦେବକାର୍ଯ୍ୟରେ ସନ୍ତୁଷ୍ଟି, ନୂତନ କର୍ମାରମ୍ଭ, ପାରିବାରିକ ଖୁସି, ବନ୍ଧୁଗୃହେ ଯାତ୍ରା, ଉତ୍ସବ ସଫଳ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ
ମିଥୁନ: କର୍ମକ୍ଷେତ୍ରରେ ବିବାଦ, ଗୃହେ ସହଯୋଗ, ଶାରୀରିକ ସୁସ୍ଥ, ମାନସିକ କଷ୍ଟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ଅଯଥା କଳହ, ବିଶିଷ୍ଟ କାର୍ଯ୍ୟରେ ଲାଭ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୭, ଆରାଧନା- ବିଷ୍ଣୁ ଭଗବାନ
କର୍କଟ: ବନ୍ଧୁମିଳନ, ଖୁସି ଖବର, େଦବଦର୍ଶନ, ବିବାଦ ସମାଧାନ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ, ବିଦ୍ୟାରେ ସଫଳତା, ପାରିବାରିକ ଖୁସି, ସ୍ବାସ୍ଥ୍ୟ ଲାଭ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୯, ଆରାଧନା- ମା’ ଭଗବତୀ
ସିଂହ: ଶତ୍ରୁ ସମସ୍ୟା, ଶୁଭ ଖବର, େଲାକସମ୍ପର୍କ ବୃଦ୍ଧ, ବନ୍ଧୁ ବିରୋଧ, ଆଶାରେ କଷ୍ଟ, ଦେବ ଦର୍ଶନ, ଦାମ୍ପତ୍ୟ ଖୁସି, ବ୍ୟବସାୟରେ କଷ୍ଟ, ଶାରୀରିକ ସୁସ୍ଥ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା-ମା’ ଗୌରୀ
କନ୍ୟା: ସମ୍ମାନ ବୃଦ୍ଧ, ଅର୍ଥ ଲାଭ, ଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ବନ୍ଧୁ ଲାଭ, ଶୁଭ ଖବର, ଶାରୀରିକ ସୁସ୍ଥ, ସନ୍ତାନ ଲାଭ, ମିଷ୍ଟାନ୍ନ ପ୍ରାପ୍ତି, ଗାଡ଼ି ଚାଳନାରେ ସାବଧାନ। ଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୭, ଆରାଧନା- ମା’ ମଙ୍ଗଳା।
ତୁଳା: ଭୟ ଓ ଅାଶଙ୍କା, ଦାମ୍ପତ୍ୟ କଳହ, ଶାରୀରିକ କଷ୍ଟ, ଦେବଦର୍ଶନ, ଯାତ୍ରାରେ କଷ୍ଟ, ସ୍ବାଦିଷ୍ଟ େଭାଜନ, ବ୍ୟକ୍ତି ସାହାଯ୍ୟ, ଅର୍ଥ ଚିନ୍ତା, ବନ୍ଧୁ ଲାଭ, ନୂତନ କର୍ମ ଆରମ୍ଭ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା- ପ୍ରଭୁ ନୃସିଂହ
ବିଛା: ଲୋକସମ୍ପର୍କ ବୃଦ୍ଧ, ଯାତ୍ରା ସଫଳ, ପାରିବାରିକ ସୁଖ, ବ୍ୟବସାୟରେ ଲାଭ, ସମ୍ପତ୍ତି ଲାଭ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ସନ୍ତାନ ଲାଭ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ବିଷ୍ଣୁ ଭଗବାନ
ଧନୁ: ଅର୍ଥ ଲାଭ, ବିବାଦ ସମାଧାନ, ଦେବଭକ୍ତି, ବ୍ୟକ୍ତି ସହାୟତା, ଶତ୍ରୁ ପରାଜିତ, କର୍ମକ୍ଷେତ୍ରରେ ସଫଳ, ବ୍ୟବସାୟିକ ଲାଭ, ଶାରୀରିକ ସୁସ୍ଥ, ସମ୍ପତ୍ତି ଲାଭ, ସନ୍ତାନ ସମସ୍ୟା। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ରାଧାବଲ୍ଲଭ
ମକର: ଶାରୀରିକ ଅସୁସ୍ଥ, ଦେବ କାର୍ଯ୍ୟ ପ୍ରତି ଆଗ୍ରହ, ଗୃହେ ଉତ୍ସବ, ବିବାଦ ସମାଧାନ, ଦାମ୍ପତ୍ୟ ଖୁସି, ମନରେ ସ୍ଥରତା, ବାଣିଜ୍ୟରେ ଲାଭ। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୫, ଆରାଧନା- ମା’ ବଗଳାମୁଖୀ
କୁମ୍ଭ: ଅଯଥା ଅଶାନ୍ତି, ଶାରୀରିକ କଷ୍ଟ, ଶୁଭ ଆଲୋଚନା, ଗୃହେ ଉତ୍ସବ, ଦୂର ଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧ, ଦାମ୍ପତ୍ୟ ଖୁସି, ସନ୍ତାନ ଚିନ୍ତା। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୭, ଆରାଧନା- ପ୍ରଭୁ ଜଗନ୍ନାଥ।
ମୀନ: ଆଶା ସଫଳ, ବ୍ୟବସାୟରେ ଲାଭ, ନୂତନ ସମ୍ପର୍କ, ପାରିବାରିକ ଖୁସି, ଦୂର ଯାତ୍ରା, ଦେବ ଦର୍ଶନ, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା- ମା’ ବିମଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।