୧୦.୭.୨୦୨୬ ଶୁକ୍ରବାର

Jul 10, 2026 - 07:24
୧୦.୭.୨୦୨୬  ଶୁକ୍ରବାର

 

 

ମେଷ: ଖୁସିଖବର, ବ୍ୟବସାୟରେ ସ୍ବଳ୍ପଲାଭ, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ନୂତନ ବନ୍ଧୁଲାଭ, ବିଦ୍ୟାରେ ସଫଳ, ଦ୍ରବ୍ୟଲାଭ, ଶତ୍ରୁସମସ୍ୟା, ଦାମ୍ପତ୍ୟକଳହ, ବ୍ୟକ୍ତି ସହାୟତାଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାମହାଲକ୍ଷ୍ମୀ

ବୃଷ: ନୂତନ ଅାୟ, ବିଶିଷ୍ଠ କାର୍ଯ୍ୟରେ ଅନୁତାପ, ବ୍ୟବସାୟିକ ଖୁସି, ସମ୍ପତ୍ତିଲାଭ, ଉତ୍ସବ ପ୍ରତି ଅାଗ୍ରହ, ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଅର୍ଥଲାଭ, ଯାତ୍ରାରେ ସାବଧାନରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା- ମାଭଗବତୀ

ମିଥୁନ:  ଶତ୍ରୁସମସ୍ୟା, ଅଯଥା କଷ୍ଟ, ଦୂରଯାତ୍ରା ସଫଳ, ମାଲିମୋକଦ୍ଦମା, ନୂତନ ସମସ୍ୟା, ବ୍ୟବସାୟିକ କଷ୍ଟ, କ୍ରୟବିକ୍ରୟ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, କର୍ମକ୍ଷେତ୍ରେ ଅଶାନ୍ତି, ଆର୍ଥିକ ଚିନ୍ତାଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

କର୍କଟ: ଶୁଭକାର୍ଯ୍ୟରେ ଧନବ୍ୟୟ,  ଅତିଥÒ ସତ୍କାର,  ସମ୍ମାନପ୍ରାପ୍ତି, ଦୂରଯାତ୍ରା, ବନ୍ଧୁଲାଭ, ମୋକଦ୍ଦମାରେ ବିଜୟ, ବ୍ୟବସାୟରେ ସ୍ବଳ୍ପଲାଭ, ସମ୍ପତ୍ତିମାମଲା, ସନ୍ତାନଖୁସି, ବିଦ୍ୟାରେ ସଫଳ।  ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ଗଣେଶ ଭଗବାନ

ସିଂହ: ବନ୍ଧୁସାହାଯ୍ୟ, ଶରୀର ସୁସ୍ଥ, େଲାକସମ୍ପର୍କରେ ଉନ୍ନତି, ଆର୍ଥିକ ଲାଭ, ନୂତନ ଖବର, ଦୂରଯାତ୍ରାରେ ସତର୍କ, ପୁରାତନ ମାମଲାରେ କଷ୍ଟ, ବିଦ୍ୟାରେ ସଫଳ, ଦାମ୍ପତ୍ୟ କଳହ, ।  ପୂର୍ବା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

କନ୍ୟା: ଆୟବୃଦ୍ଧି,  ଶୁଭଖବର, ନୂତନନିଯୁକ୍ତି, ବ୍ୟବସାୟରେ ଲାଭ, ଦ୍ରବ୍ୟପ୍ରାପ୍ତି, ଶରୀର ସୁସ୍ଥ, ସମ୍ମାନଲାଭ, ନୂତନ ବାଣିଜ୍ୟେ ଲାଭ, ସମ୍ପତ୍ତିଲାଭ, ଅନୁଷ୍ଠାନରୁ ଲାଭ, ବିଦ୍ୟାରେ ସଫଳ, ଦାମ୍ପତ୍ୟଖୁସିହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ନାରାୟଣ

ତୁଳା: ଶାନ୍ତିପ୍ରଦ, ସୁସମାଚାର, ବନ୍ଧୁସାହାଯ୍ୟ, ନୂତନ କାର୍ଯ୍ୟ ଅାରମ୍ଭ, ବ୍ୟବସାୟରେ ସ୍ବଳ୍ପଲାଭ, କିଛି ମାମଲାରେ ପଡ଼ିବେ, ବିଦ୍ୟାରେ ଅସଫଳ ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ଲିଙ୍ଗରାଜ

ବିଛା: କାର୍ଯ୍ୟରେ ବିଳମ୍ବ,  ଉଚ୍ଚଆଶା ବିଫଳ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ଦୂରଯାତ୍ରା ସଫଳ, ସମ୍ପତ୍ତିଲାଭ, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ଅର୍ଥଲାଭ, ବିଦ୍ୟାରେ ସଫଳ, ବନ୍ଧୁଲାଭବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ନୃସିଂହ

ଧନୁ: ବନ୍ଧୁପ୍ରାପ୍ତି, କାର୍ଯ୍ୟରେ ଅଗ୍ରଗତି, ମାନସିକଶାନ୍ତି, ଦୂରଯାତ୍ରା ସଫଳ, ବ୍ୟବସାୟିକ ଖୁସି, ଶରୀର ସୁସ୍ଥ, ଆର୍ଥିକଲାଭ,  ସମ୍ପତ୍ତିଲାଭ, ବିବାଦ ସମାଧାନ, ସମ୍ମାନ ଲାଭ, ନୂତନ କର୍ମଆରମ୍ଭମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ

ମକର: ଆୟବୃଦ୍ଧି, ଯାତ୍ରା ସଫଳ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁଗୃହେ ଯାତ୍ରା, ଦାମ୍ପତ୍ୟସୁଖ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ପରିବହନ େକ୍ଷତ୍ରେ ସଫଳ, ବିଦ୍ୟାରେ ସଫଳତା।  ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାସନ୍ତୋଷୀ

କୁମ୍ଭ: ଆର୍ଥିକ େକ୍ଷତ୍ରେ ବିପଦ, ମୋକଦ୍ଦମାଭୟ, ବିଶିଷ୍ଠ କାର୍ଯ୍ୟରେ ସଫଳ, ଶରୀର ସୁସ୍ଥ, ସମ୍ମାନଲାଭ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ବିବାଦ ସମାଧାନ, ନୂତନ ବନ୍ଧୁଲାଭ, ଦୂରଯାତ୍ରାଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମୀନ: କର୍ମେ ବାଧା, ଶତ୍ରୁସମସ୍ୟା, ଯାତ୍ରାରେ ସତର୍କ, ଗୃହେ ସମସ୍ୟା, ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ଅସୁସ୍ଥ, ବନ୍ଧୁଲାଭ, ମାନସିକ ଅଶାନ୍ତି, ସନ୍ତାନସମସ୍ୟା, ଦାମ୍ପତ୍ୟସୁଖ, ବିଶିଷ୍ଠ ବ୍ୟକ୍ତି ସହାୟତାପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।