ବିରାଟ କୋହଲି ଇଂଲଣ୍ଡରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା
କାର୍ଡିଫ୍ : ବିରାଟ କୋହଲି ଇଂଲଣ୍ଡରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ବିରାଟ ଭାରତୀୟ ଭାବେ ଇଂଲଣ୍ଡରେ ଦିନିକିଆରେ ସର୍ବାଧିକ ରନ କରିଛନ୍ତି। ଫଳବିରାଟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଅତିକ୍ରମ କରିଛନ୍ତି। ଦ୍ରାବିଡ଼ ଇଂଲଣ୍ଡ ମାଟିରେ ୪୫ଟି ଦିନିକିଆରୁ ୨୬୪୫ ରନ୍ କରିଥିଲେ। ବିରାଟ ଗୁରୁବାର ୨ୟ ଦିନିକିଆରେ ୪ ରନ କରିବା ପରେ ଦ୍ରାବିଡ଼ଙ୍କୁ ପଛରେ ପକାଇ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।