ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବାତ୍ୟା-ବନ୍ୟା ଓ କୋଟିଆ ପ୍ରସଙ୍ଗରେ ହୋଇପାରେ ହଙ୍ଗାମା

Nov 19, 2026 - 09:39
ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବାତ୍ୟା-ବନ୍ୟା ଓ କୋଟିଆ ପ୍ରସଙ୍ଗରେ ହୋଇପାରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ:ବିଧାନସଭା ଶୀତ ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବେଶ୍ ସରଗରମ ରହିବ ଗୃହ। ବିରୋଧୀ ବିଜେଡ଼ି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ଜିଦ୍ ରେ ଅଟଳ ରହିଛନ୍ତି। ବାତ୍ୟା ବନ୍ୟା ବିଫଳତାକୁ  ବିଜେଡି ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି କଂଗ୍ରେସ।  ଆଜି ପ୍ରଶ୍ନ କାଳରେ ଜଳସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ, ଯୋଜନା ଓ ସଂଯୋଜନା, ବାଣିଜ୍ଯ, ସୂଚନା ଲୋକସଂପର୍କ ବିଭାଗ ର ପ୍ରଶ୍ନୋତ୍ତର ରହିଛି। ଏହାଛଡ଼ା  ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ ହେବ। ବିରୋଧୀ ଜାଣିଶୁଣି ଗୃହରେ ଅଚଳାବସ୍ଥା ଜାରିରଖିଛନ୍ତି ବୋଲି ସରକାରୀ ଦଳ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)